അർത്ഥം : ଟିଭି,ରେଡ଼ିଓ ଆଦି ମାଧ୍ୟମରେ ପ୍ରସାରିତ ହେଉଥିବା ସେହି ଘଟଣାକ୍ରମ ପ୍ରଧାନ ନାଟକ ଆଦି ଯାହା କୌଣସି ବିଶେଷ ଚରିତ୍ରର ଦୈନନ୍ଦିନ ଜୀବନକୁ ଦର୍ଶାଇ ଥାଏ
ഉദാഹരണം :
ଟିଭିରେ ପ୍ରସାରିତ ହେଉଥିବା ସବୁ ଧାରାବାହିକ କାହାଣୀ ମୋତେ ପରସ୍ପରସହ ସମ୍ବନ୍ଧିତ ହେଲାଭଳି ଲାଗୁଛି
പര്യായപദങ്ങൾ : ସିରିୟଲ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯାହା ନ ଅଟକି ଏକ ସୂତ୍ରରେ ଧାରାବାହିକ ରୂପେ ଚାଲୁଥାଏ
ഉദാഹരണം :
ତାଙ୍କର ଧାରାବାହିକ ଲେଖା ପ୍ରତି ଶନିବାର ଖବରକାଗଜରେ ବାହାରୁଛି
മറ്റ് ഭാഷകളിലേക്കുള്ള വിവർത്തനം :
In regular succession without gaps.
Serial concerts.അർത്ഥം : କ୍ରମରେ ଆସିଥିବା
ഉദാഹരണം :
କ୍ରମାଗତ ହାରିବାପରେ ସେନାର ମନୋବଳ ଭାଙ୍ଗିଗଲା
പര്യായപദങ്ങൾ : କ୍ରମାଗତ, ନିରନ୍ତର, ନିରବଚ୍ଛିନ
മറ്റ് ഭാഷകളിലേക്കുള്ള വിവർത്തനം :
ठीक क्रम या बारी से आया हुआ।
दर्शकों ने क्रमागत खिलाड़ियों का तालियों से स्वागत किया।In regular succession without gaps.
Serial concerts.