അർത്ഥം : ଗୋଟିଏ ପରେ ଗୋଟିଏ ଘଟୁଥିବା ଘଟଣା ବା ଲଗାତାରଭାବେ ବିଚାରଆଦିର ପ୍ରଭାବଶାଳୀ କ୍ରମ
ഉദാഹരണം :
ଏହି ଲେଖାରେ ଲେଖକଙ୍କ ବିଚାରଶକ୍ତିର ପ୍ରବାହ ରହିଛି କାବ୍ୟଗୋଷ୍ଠୀରେ କବିତାଗୁଡ଼ିକର ଧାରା ଶ୍ରୋତାମାନଙ୍କୁ ବାନ୍ଧିରଖିଥିଲା
പര്യായപദങ്ങൾ : ପ୍ରବାହ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ପ୍ରବାହିତ ହେଉଥିବା ବା ପ୍ରବାହିତ ତରଳ ପଦାର୍ଥ
ഉദാഹരണം :
ନଦୀର ଧାରାକୁ ରୋକି ବନ୍ଧ ବନ୍ଧାଯାଏ
പര്യായപദങ്ങൾ : ପ୍ରବାହ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯାହା ପ୍ରଚୁର ପରିମାଣରେ ବା ବହୁମାତ୍ରାରେ ଅଚାନକ ବା ପ୍ରଚଣ୍ଡ ରୂପରେ ବାହାରି ଆସେ
ഉദാഹരണം :
ତା ମୁହଁରୁ ବାହାରୁଥିବା ଭର୍ତ୍ସନାର ସ୍ରୋତ ବନ୍ଦ ହେଉନାହିଁ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଅନେକଦିନରୁ ଚଳିଆସୁଥିବା କିଛି ପରମ୍ପରା, ରୀତି ବା ବିଧି ଆଦି ପ୍ରସଙ୍ଗଗୁଡିକ ମଧ୍ୟରେ କେତୋଟି ପ୍ରତିଷ୍ଠା ବା ମର୍ଯ୍ୟଦା ସୂଚକ ହୋଇଥିବାବେଳେ ଅନ୍ୟ କେତୋଟିର ପ୍ରସଙ୍ଗଗୁଡିକୁ ବର୍ଜନୀୟ ତଥା ନିନ୍ଦନୀୟ ରୂପେ ଗ୍ରହଣ କରାଯାଏ
ഉദാഹരണം :
କେହିତ ଜଣେ ଅଛି ଯେ ନିୟମରୁ ଅପସରି ଚିନ୍ତା କରେ
പര്യായപദങ്ങൾ : ଚଳଣି, ନିୟମ, ପରମ୍ପରା, ଶୃଙ୍ଖଳା
മറ്റ് ഭാഷകളിലേക്കുള്ള വിവർത്തനം :
आचरण या लोक-व्यवहार के क्षेत्र में बहुत दिनों से चली आई हुई कोई परम्परा, रीति या विधि जो कुछ प्रसंगों में तो प्रतिष्ठा या मर्यादा का सूचक होती है और कुछ प्रसंगों में त्याज्य तथा निंदनीय भी मानी जाती है।
कोई तो है जो लीक से हटकर सोचता है।അർത്ഥം : ପ୍ରତିବଦ୍ଧତା ହେବାର ଅବସ୍ଥା ବା ଭାବ
ഉദാഹരണം :
ବୈବାହିକ ପ୍ରତିବଦ୍ଧତାକୁ ପାଳନ କରିବା ଦରକାର
പര്യായപദങ്ങൾ : ପ୍ରତିବଦ୍ଧତା, ବିଶ୍ବାସ
മറ്റ് ഭാഷകളിലേക്കുള്ള വിവർത്തനം :
The act of binding yourself (intellectually or emotionally) to a course of action.
His long commitment to public service.