അർത്ഥം : କାହାଠାରୁ ନିଜର କୌଣସି ଆବଶ୍ୟକତା ପୂର୍ଣ୍ଣ କରିବା ବା ତାକୁ କୌଣସି ଅନୁଚିତ କାମ କରିବାରୁ ରୋକିବାପାଇଁ ତା ପାଖରେ ବା ଦୁଆରରେ ଜିଦ୍ ଧରି ବସିବାର କ୍ରିୟା
ഉദാഹരണം :
ପୋଲିସ ହାଜତରେ ହୋଇଥିବା ମୃତ୍ୟୁର ତଦନ୍ତ କରିବାପାଇଁ ଲୋକମାନେ ଥାନା ଆଗରେ ଧାରଣା ଦେଲେ
പര്യായപദങ്ങൾ : ଧର୍ମଘଟ
മറ്റ് ഭാഷകളിലേക്കുള്ള വിവർത്തനം :
किसी से अपनी कोई माँग पूरी कराने या उसे कोई अनुचित काम करने से रोकने के लिए उसके पास या द्वार पर अड़कर बैठने की क्रिया।
धरना का आयोजन राष्ट्रव्यापी भ्रष्टाचार के विरोध में किया गया था।A strike in which workers refuse to leave the workplace until a settlement is reached.
sit-down, sit-down strikeഅർത്ഥം : ଗୋଲାକାର,ଚେପଟା ବା ଚାରିକୋଣିଆ ପତଳା କାଠର ଯେଉଁ ବଲ୍ଲା ଖଟର ଲମ୍ବା ଓ ଚଉଡାରେ ଦୁଇପଟୁ ଥାଏ
ഉദാഹരണം :
ଏହି ପଲଙ୍କର ଧାରଣା ଭାରି ମଝବୁତ
പര്യായപദങ്ങൾ : ବାହି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ବିଷୟଆଦି ଠିକ୍ ରୂପେ ବୁଝିପାରିବାର ଶକ୍ତି
ഉദാഹരണം :
ଏହି ବିଷୟରେ ତାଙ୍କର ଜ୍ଞାନ ଭଲ
പര്യായപദങ്ങൾ : ଜ୍ଞାନ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ବିଷୟରେ ମନରେ ହେଉଥିବା କୌଣସି ବିଚାର କିମ୍ବା ମତ
ഉദാഹരണം :
ତା ପ୍ରତି ମୋର ଧାରଣା ଭୁଲ ଥିଲା
പര്യായപദങ്ങൾ : ଅବଧାରଣା, ସଂକଳ୍ପନା
മറ്റ് ഭാഷകളിലേക്കുള്ള വിവർത്തനം :
किसी विषय में मन में होने वाला कोई विचार या मत।
उसके प्रति मेरी धारणा गलत थी।A vague idea in which some confidence is placed.
His impression of her was favorable.അർത്ഥം : ଛାତ ବା ଛପରର ଭାରକୁ ସମ୍ଭାଳିବା ଲାଗି କାନ୍ଥ ବା ଖୁଣ୍ଟରେ ଆଡ଼ିରେ ବନ୍ଧାଯାଉଥିବା ଲାଠି
ഉദാഹരണം :
ରାମଦୀନ ନିଜର କୁଡ଼ିଆରେ ଶାଗୁଆନର ଧାରଣା ଲଗାଇଲା
മറ്റ് ഭാഷകളിലേക്കുള്ള വിവർത്തനം :