അർത്ഥം : ପିଲା ଜନ୍ମକଲାବେଳେ ସହାୟତା କରୁଥିବା ସ୍ତ୍ରୀ
ഉദാഹരണം :
ଆଜିକାଲି ଗାଁରେ ଧାଈମାନଙ୍କୁ ସରକାରୀ ପ୍ରଶିକ୍ଷଣ ଦିଆ ଯାଉଛି
പര്യായപദങ്ങൾ : ସେବିକା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ପ୍ରସୂତୀର ଉପଚାର ଏବଂ ସେବା ସୁଶ୍ରୁଷା କରୁଥିବା ସ୍ତ୍ରୀ
ഉദാഹരണം :
ଚିକିତ୍ସକ ପ୍ରସୂତୀର ଭଲମନ୍ଦ ଦେଖିବାପାଇଁ ଜଣେ ଧାଈକୁ ନିଯୁକ୍ତ କରିଛନ୍ତି
പര്യായപദങ്ങൾ : ଧାତ୍ରୀ
മറ്റ് ഭാഷകളിലേക്കുള്ള വിവർത്തനം :
प्रसूता का उपचार और सेवा-सुश्रूषा करनेवाली स्त्री।
चिकित्सक ने प्रसूता की देख-रेख के लिए एक दाई को नियुक्त किया।അർത്ഥം : ଅନ୍ୟର ପିଲାକୁ ନିଜ କ୍ଷୀର ପିଆଇବା କିମ୍ବା ତାର ଦେଖାଶୁଣା କରୁଥିବା ସ୍ତ୍ରୀ
ഉദാഹരണം :
ମା’ଙ୍କର ମୃତ୍ୟୁପରେ ଶ୍ୟାମ ଜଣେ ଧାତ୍ରୀଙ୍କ କୋଳରେ ବଢ଼ିଲେ
പര്യായപദങ്ങൾ : ଧାତ୍ରୀ
മറ്റ് ഭാഷകളിലേക്കുള്ള വിവർത്തനം :