അർത്ഥം : ସୌରଜଗତର ସେହିଗ୍ରହ ଯାହା ଉପରେ ଆମେ ସବୁ ବାସ କରୁଛୁଁ
ഉദാഹരണം :
ଚନ୍ଦ୍ର ପୃଥିବୀର ଏକ ଉପଗ୍ରହ ହିନ୍ଦୁ ଧର୍ମଗ୍ରନ୍ଥ ଅନୁସାରେ ପୃଥିବୀ ଶେଷନାଗଙ୍କ ଫଣା ଉପରେ ତିଷ୍ଠି ରହିଛି
പര്യായപദങ്ങൾ : ଅଚଳା, ଅବନୀ, ଧରଣୀ, ଧରା, ପୃଥିବୀ, ପୃଥ୍ୱୀ, ବସୁଧା, ବସୁନ୍ଧରା, ମହୀ, ମାଟିମା’, ରସା
മറ്റ് ഭാഷകളിലേക്കുള്ള വിവർത്തനം :
सौर जगत का वह ग्रह जिस पर हम लोग निवास करते हैं।
चन्द्रमा पृथ्वी का एक उपग्रह है।അർത്ഥം : ହିନ୍ଦୁ ଧର୍ମଗ୍ରନ୍ଥରେ ବର୍ଣ୍ଣିତ ଜଣେ ଦେବୀ ଯେ ସମଗ୍ର ସଂସାରକୁ ଧାରଣ କରିଛନ୍ତି
ഉദാഹരണം :
ଧର୍ମଗ୍ରନ୍ଥରେ ପୃଥିବୀଙ୍କୁ ଭଗବାନ ବିଷ୍ଣୁଙ୍କ ପତ୍ନୀ ବୋଲି କୁହାଯାଇଛି
പര്യായപദങ്ങൾ : ଅବନୀ, କ୍ଷିତି, ଧରଣୀ, ଧରା, ପୃଥିବୀ, ପୃଥ୍ୱୀ, ବସୁଧା, ବସୁନ୍ଧରା, ଭୂ-ଦେବୀ
മറ്റ് ഭാഷകളിലേക്കുള്ള വിവർത്തനം :
हिन्दू धर्म ग्रंथों में वर्णित एक देवी जो सारे संसार को धारण की हुई हैं।
धर्म ग्रंथों में पृथ्वी को भगवान विष्णु की पत्नी कहा गया है।A Hindu goddess who releases from sin or disease. Mother of the Adityas.
aditiഅർത്ഥം : ଯେଉଁ ଭୂମି ଜଳ ଶୂନ୍ୟ
ഉദാഹരണം :
ପୃଥିବୀର ଏକ ତୃତୀୟାଂଶ ସ୍ଥଳଭାଗ
പര്യായപദങ്ങൾ : ଧରା, ଭୂଇଁ, ଭୂମି, ସ୍ଥଳ
മറ്റ് ഭാഷകളിലേക്കുള്ള വിവർത്തനം :
The solid part of the earth's surface.
The plane turned away from the sea and moved back over land.