അർത്ഥം : ଧନୀ ବା ଧନବାନ ଭଳିଆ ବା ଯାହାଠାରେ ଧନିକ ଆଚରଣ ଥାଏ
ഉദാഹരണം :
ନବାବଙ୍କ ଧନିକ ସ୍ୱଭାବ ତାଙ୍କ ପ୍ରତ୍ୟେକ ହରକତରୁ ସାବ୍ୟସ୍ତ ହେଉଛି
പര്യായപദങ്ങൾ : ଧନିକ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯାହାଙ୍କ ପାଖରେ ଧନ ଦୌଲତ ଅଛି ବା ଯେ ଧନ ସମ୍ପର୍ଣ୍ଣ
ഉദാഹരണം :
ଧନାଢ଼୍ୟ ବ୍ୟକ୍ତିମାନଙ୍କ ସ୍ୱଭାବ ଫଳନ୍ତି ଗଛ ପରିହେବା ଉଚିତ
പര്യായപദങ്ങൾ : ଐଶ୍ୱର୍ଯ୍ୟଶାଳୀ, ଧନବନ୍ତ, ଧନାଢ଼୍ୟ, ଧନୀ, ସମ୍ପତ୍ତିବାନ
മറ്റ് ഭാഷകളിലേക്കുള്ള വിവർത്തനം :
जिसके पास धन-दौलत हो या जो धन से संपन्न हो।
धनी व्यक्ति का स्वभाव फलदार वृक्ष जैसे होना चाहिए।Possessing material wealth.
Her father is extremely rich.