അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ଛୁଆମାନଙ୍କପାଇଁ ପ୍ରେମ ସଂବୋଧନ
ഉദാഹരണം : କଣ ପାଇଁ ମୋ ଧନ ଆଜି ଖାଦ୍ୟ ଖାଉନାହିଁ
പര്യായപദങ്ങൾ : ଗେହ୍ଲାପୁଅ, ଲାଲା, ସୁନା
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
बच्चों के लिए प्यार का संबोधन।
അർത്ഥം : ଏକା ପ୍ରକାରର ଉପଯୋଗୀ ଓ ମୂଲ୍ୟବାନ ବସ୍ତୁଗୁଡ଼ିକର ଏକକ ବା ବର୍ଗ
ഉദാഹരണം : ପ୍ରଥମେ ଗଉଡ଼ର ସଂପନ୍ନତା ତାର ଗୋ ଧନରୁ ଅନୁମାନ କରାଯାଥାଏ
പര്യായപദങ്ങൾ : ସମ୍ପତ୍ତି
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
एक ही प्रकार की उपयोगी और मूल्यवान वस्तुओं का वर्ग या समूह।
An abundance of material possessions and resources.
അർത്ഥം : ଟଙ୍କା-ପଇସା, ସୁନା-ରୂପା,ଜମି-ଜମା ଇତ୍ୟାଦି
ഉദാഹരണം : ଧନ-ଦୌଲତର ଉପଯୋଗ ଭଲ କାମରେ କରାଯିବା ଆବଶ୍ୟକ
പര്യായപദങ്ങൾ : ଅର୍ଥ, ଟଙ୍କା ପଇସା, ଦୌଲତ, ଧନ-ଦୌଲତ, ବିତ୍ତ, ବିଭବ, ବୈଭବ
सोना-चाँदी, ज़मीन-जायदाद आदि संम्पत्ति जिसकी गिनती पैसे के रूप में होती है।
Wealth reckoned in terms of money.
ഇൻസ്റ്റാൾ ചെയ്യുക