അർത്ഥം : କୌଣସି ଜିନିଷକୁ ପିଟିଲେ ବା ଧକ୍କାଦେଲେ ପହଞ୍ଚୁଥିବା ଆଘାତ ଯାହାଦ୍ବାରା କିଛି ଭାଙ୍ଗିବା ବା କ୍ଷତିହେବାର ଆଶଙ୍କା ବା ସମ୍ଭାବନା ଥାଏ
ഉദാഹരണം :
ଦର୍ପଣ ସମ୍ଭାଳିକରି ନିଅ ଯେପରି କେଉଁଠି ମାଡ ନ ଲାଗେ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଗୋଟିଏ ବସ୍ତୁର ଅନ୍ୟ ଏକ ବସ୍ତୁସହିତ ବେଗପୂର୍ଣ୍ଣ ସ୍ପର୍ଶ
ഉദാഹരണം :
ତାକୁ କାର ଧକ୍କା ହେଲା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଦୁଇଟି ବସ୍ତୁ ବେଗପୂର୍ବକ ପରସ୍ପର ଆଘାତ ହେବାର ପ୍ରକ୍ରିୟା
ഉദാഹരണം :
ବସ୍ ଏବଂ ଟ୍ରକର ଧକ୍କାରେ ଦଶ ଜଣ ଲୋକ ଆହତ ହେଲେ
മറ്റ് ഭാഷകളിലേക്കുള്ള വിവർത്തനം :
An accident resulting from violent impact of a moving object.
Three passengers were killed in the collision.അർത്ഥം : ଆଘାତର ଲାକ୍ଷଣିକ ପ୍ରୟୋଗ
ഉദാഹരണം :
ତା ବ୍ୟବହାରରେ ମୋ ସମ୍ମାନକୁ ଆଘାତ ଲାଗିଲା
മറ്റ് ഭാഷകളിലേക്കുള്ള വിവർത്തനം :
A figurative injury (to your feelings or pride).
He feared that mentioning it might reopen the wound.അർത്ഥം : ମନକୁ ଲାଗିଥିବା ଆଘାତ
ഉദാഹരണം :
ତାର କଥା ମୋତେ ଆଘାତ ଦେଲା
പര്യായപദങ്ങൾ : ଆଘାତ, ମାନସିକ ଆଘାତ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଗାଡ଼ି ଆଦି ଚାଲୁଥିବା ଜିନିଷଗୁଡ଼ିକର ଦୋହଲିବା ବା ହଲିବାଦ୍ୱାରା ଲାଗୁଥିବା ଧକ୍କା
ഉദാഹരണം :
ଗାଡ଼ି ଧକ୍କାରେ ସେ ସିଟରୁ ତଳକୁ ପଡ଼ିଗଲେ
മറ്റ് ഭാഷകളിലേക്കുള്ള വിവർത്തനം :