അർത്ഥം : କାହା ଉପରେ ଲଗାଯାଇଥିବା ଦୋଷ
ഉദാഹരണം :
ନଜାଣି ନଶୁଣି କାହା ଚରିତ୍ରରେ କଳଙ୍କ ଲଗାଇବା ଠିକ୍ ନୁହେଁ
പര്യായപദങ്ങൾ : ଅପବାଦ, ଅପଯଶ, କଳଙ୍କ, କାଳିମା, ଲାଞ୍ଛନ
മറ്റ് ഭാഷകളിലേക്കുള്ള വിവർത്തനം :
A false accusation of an offense or a malicious misrepresentation of someone's words or actions.
calumniation, calumny, defamation, hatchet job, obloquy, traducementഅർത്ഥം : ଦୋଷୀ ହେବାର ଅବସ୍ଥା ବା ଭାବ
ഉദാഹരണം :
ସ୍ବାମୀର ଦୋଷ ପ୍ରମାଣିତ କଲାପରେହିଁ ସ୍ତ୍ରୀ ସମ୍ବନ୍ଧ ବିଚ୍ଛେଦ କରି ପାରିବ
പര്യായപദങ്ങൾ : ଅପରାଧ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଦୋଷ ଏବଂ ତୃଟି
ഉദാഹരണം :
ଆପଣଙ୍କ ଅତିଥି ସେବାରେ କୌଣସି ପ୍ରକାରର ତୃଟି ନାହିଁ
പര്യായപദങ്ങൾ : ତୃଟି
മറ്റ് ഭാഷകളിലേക്കുള്ള വിവർത്തനം :
A failing or deficiency.
That interpretation is an unfortunate defect of our lack of information.