അർത്ഥം : ପ୍ରତ୍ୟେକ ଘଟୁଥିବା କଥା ଭାଗ୍ୟଦ୍ୱାରା ନିୟନ୍ତ୍ରିତ ବୋଲି ମାନୁଥିବା ସିଦ୍ଧାନ୍ତ
ഉദാഹരണം :
ଆଜିର ବୈଜ୍ଞାନିକ ଯୁଗରେ ମଧ୍ୟ ଦୈବବାଦକୁ ବିଶ୍ୱାସ କରୁଥିବା ଅନେକ ଲୋକ ଅଛନ୍ତି
പര്യായപദങ്ങൾ : ଭାଗ୍ୟବାଦ
മറ്റ് ഭാഷകളിലേക്കുള്ള വിവർത്തനം :
A philosophical doctrine holding that all events are predetermined in advance for all time and human beings are powerless to change them.
fatalismഅർത്ഥം : ଯାହା କିଛି ହେଉଛି, ସେ ସବୁ ଈଶ୍ୱରଙ୍କ ପ୍ରେରଣାରେ ହିଁ ହେଉଛି-ଏଭଳି ସିଦ୍ଧାନ୍ତ
ഉദാഹരണം :
ପ୍ରତ୍ୟେକ ହିନ୍ଦୁ ଗ୍ରନ୍ଥ ଦୈବବାଦର ସମର୍ଥନ କରେ
പര്യായപദങ്ങൾ : ନିୟତିବାଦ
മറ്റ് ഭാഷകളിലേക്കുള്ള വിവർത്തനം :
यह सिद्धान्त कि जो कुछ भी होता है, वह सब ईश्वर की प्रेरणा से ही होता है।
प्रत्येक हिंदू ग्रंथ दैववाद का समर्थन करता है।A philosophical doctrine holding that all events are predetermined in advance for all time and human beings are powerless to change them.
fatalism