അർത്ഥം : ପୂରାକରିବା ବା ଦେବାର ପ୍ରସ୍ତାବ ରଖିବା ବା କାମ ବଦଳରେ ଧନ ଦେବା
ഉദാഹരണം :
ସେ ଏହିକାମପାଇଁ ମୋତେ ତିରିଶ ହଜାର ଟଙ୍କା ଦେଉଛି
പര്യായപദങ്ങൾ : ଦାନ କରିବା, ପ୍ରଦାନ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
* भुगतान करने या देने का प्रस्ताव रखना या काम के बदले धन प्रस्तुत करना।
वह इस काम के लिए मुझे तीस हजार दे रहा है।അർത്ഥം : କାହାକୁ କିଛି ହସ୍ତଗତ କରାଇବା
ഉദാഹരണം :
ଅଧ୍ୟାପକ ତାକୁ ପୁରସ୍କାର ଦେଲେ
പര്യായപദങ്ങൾ : ପ୍ରଦାନ କରିବା, ସମର୍ପିବା
മറ്റ് ഭാഷകളിലേക്കുള്ള വിവർത്തനം :
Transfer possession of something concrete or abstract to somebody.
I gave her my money.അർത്ഥം : ପ୍ରସ୍ତୁତ କରିବା
ഉദാഹരണം :
ସେ ସଭାରେ ନିଜ ମତାମତ ଉପସ୍ଥାପିତ କଲେ ଓକିଲ ନ୍ୟାୟାଧୀଶଙ୍କ ସମ୍ମୁଖରେ କିଛି ପ୍ରମାଣ ଦେଲେ
പര്യായപദങ്ങൾ : ଉପସ୍ଥାପିତ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ମୂଲ୍ୟ, ଦେଣାଆଦି ପରିଶୋଧ କରିବା
ഉദാഹരണം :
ପ୍ରଥମେ ମୋର ଋଣ ପରିଶୋଧ କର, ପରେ ବିଜୁଳି ବିଲ ପରିଶୋଧ କରିବ
പര്യായപദങ്ങൾ : ପରିଶୋଧ କରିବା, ଭରଣା କରିବା
മറ്റ് ഭാഷകളിലേക്കുള്ള വിവർത്തനം :
मूल्य, देन आदि चुकाना।
आप बिजली का बिल बाद में चुकाइएगा।Give money, usually in exchange for goods or services.
I paid four dollars for this sandwich.അർത്ഥം : କୌଣସି ବିଶିଷ୍ଟ କାର୍ଯ୍ୟ, ବ୍ୟକ୍ତି ବା କାରଣ ଆଦିକୁ ସଂପୂର୍ଣ୍ଣରୂପେ ଦେଇଦବା
ഉദാഹരണം :
ସେ ନିଜର ସାରା ଜୀବନ ସମାଜ ସେବା ନିମନ୍ତେ ସମର୍ପଣ କରିଛନ୍ତି
പര്യായപദങ്ങൾ : ସମର୍ପଣ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
किसी विशिष्ट कार्य, व्यक्ति या कारण आदि के लिए धन, समय आदि पूरी तरह से देना।
उसने अपना सारा जीवन समाज सेवा के लिए समर्पित कर दिया है।Give entirely to a specific person, activity, or cause.
She committed herself to the work of God.അർത്ഥം : ଖେଳ ଆଦିରେ ଅଙ୍କ ବା କିଛି ଲକ୍ଷ୍ୟ ପ୍ରାପ୍ତକରିବା
ഉദാഹരണം :
ଆମେ ଦୁଇଟି ଗୋଲ୍ ଦେଲୁ ଏହି ପ୍ରତିଯୋଗିତାରେ ଆମେ ଏଗାର ପଏଣ୍ଟ୍ ପାଇଲୁ
പര്യായപദങ്ങൾ : କରିବା, ପାଇବା, ପ୍ରାପ୍ତକରିବା, ହାସଲ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
खेल आदि में अंक या कोई लक्ष्य प्राप्त करना।
हमने दो गोल बनाए।അർത്ഥം : ମୌଖିକ ରୂପରେ ପ୍ରସ୍ତୁତ କରିବା
ഉദാഹരണം :
ଶ୍ୟାମକୁ ମଧ୍ୟ ମୋ ଶୁଭକାମନା ଜଣାଇଦେବେ ଗୁରୁଜୀ ଅନୁତ୍ତୀର୍ଣ୍ଣ ଛାତ୍ରମାନଙ୍କୁ ସାନ୍ତ୍ୱନା ଦେଉଛନ୍ତି
പര്യായപദങ്ങൾ : ପ୍ରଦାନ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
* मौखिक रूप से प्रस्तुत करना।
श्याम को मेरी भी शुभकामनाएँ दीजिए।