അർത്ഥം : ଅର୍ଜୁନଙ୍କ ଶଙ୍ଖ
ഉദാഹരണം :
ଅର୍ଜୁନ ଦେବଦତ୍ତ ଶଙ୍ଖ ବଜାଇ ଯୁଦ୍ଧ ଆରମ୍ଭ କରିବାପାଇଁ ଘୋଷଣା କଲେ
പര്യായപദങ്ങൾ : ଦେବଦତ୍ତ ଶଙ୍ଖ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଦେବତାଙ୍କୁ ଅର୍ପଣ କରାଯାଇଥିବା ବା ଦେବତାଙ୍କ ନିମିତ୍ତ ଦିଆଯାଇଥିବା ବସ୍ତୁ
ഉദാഹരണം :
ଏହି ମନ୍ଦିରରେ ସଂଧ୍ୟାସୁଦ୍ଧା ଅନେକ ଦେବଦତ୍ତ ବସ୍ତୁ ଏକତ୍ର ହୋଇଯାଏ
പര്യായപദങ്ങൾ : ଦେବଦତ୍ତ ବସ୍ତୁ
മറ്റ് ഭാഷകളിലേക്കുള്ള വിവർത്തനം :
देवता को अर्पित की गई या देवता के निमित्त दी गई वस्तु।
इस मंदिर में शाम तक बहुत सारा देवदत्त एकत्र हो जाता है।അർത്ഥം : ଗୌତମବୁଦ୍ଧଙ୍କର ଜଣେ କକାପୁଅ ଭାଇ
ഉദാഹരണം :
ଗୌତମ ଦେବଦତ୍ତଙ୍କ ତୀରରେ ଆହତ ହଂସର ପ୍ରାଣ ରକ୍ଷାକଲେ
മറ്റ് ഭാഷകളിലേക്കുള്ള വിവർത്തനം :