അർത്ഥം : ଦେଖିବାର ପ୍ରକ୍ରିୟା
ഉദാഹരണം :
ମୁଁ ତାକୁ ଦେଖିବା ଜରୁରୀ ନୁହେଁ
പര്യായപദങ്ങൾ : ଅବଲୋକନ କରିବା, ଚାହିଁବା, ଦର୍ଶନ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
The act of directing the eyes toward something and perceiving it visually.
He went out to have a look.അർത്ഥം : କୌଣସି ବସ୍ତୁ, ବ୍ୟକ୍ତିଆଦିର କାମକରିବାରେ ଯୋଗ୍ୟତା ଅଛି କି ନାହିଁ ଜାଣିବାପାଇଁ ପରୀକ୍ଷା କରିବା
ഉദാഹരണം :
ଏହି ଛୋଟ କାମ୍ ଜରିଆରେ ମୁଁ ତାକୁ ପରୀକ୍ଷା କରୁଛି କି ସେ ମୋ କାମପାଇଁ ଯୋଗ୍ୟ କି ନୁହେଁ
പര്യായപദങ്ങൾ : ଅବଲୋକନ କରିବା, ପରଖିବା, ପରୀକ୍ଷଣ କରିବା, ପରୀକ୍ଷା କରିବା
മറ്റ് ഭാഷകളിലേക്കുള്ള വിവർത്തനം :
किसी वस्तु, व्यक्ति आदि के गुण, दोष को जाँचना कि यह अमुक काम के योग्य है कि नहीं।
इस छोटे से कार्य के जरिए मैं उसको परख रहा हूँ कि वह मेरे काम का है या नहीं।To look at critically or searchingly, or in minute detail.
He scrutinized his likeness in the mirror.അർത്ഥം : ଆଖିରେ କୌଣସି ବ୍ୟକ୍ତି କିମ୍ବା ପଦାର୍ଥ ଆଦିର ରୂପ ରଙ୍ଗ ଏବଂ ଆକାର ପ୍ରକାରଆଦିର ଜ୍ଞାନ ପ୍ରାପ୍ତ କରିବା
ഉദാഹരണം :
ଶ୍ୟାମ ଧ୍ୟାନପୂର୍ବକ ମହାତ୍ମା ଗାନ୍ଧୀଙ୍କ ଫଟୋକୁ ଦେଖୁଥିଲେ
പര്യായപദങ്ങൾ : ନିରେଖେଇବା
മറ്റ് ഭാഷകളിലേക്കുള്ള വിവർത്തനം :
दृष्टि-शक्ति अथवा नेत्रों से किसी चीज का ज्ञान प्राप्त करना या आँखों से किसी व्यक्ति या पदार्थ आदि के रूप-रंग और आकार-प्रकार आदि का ज्ञान प्राप्त करना।
श्याम गौर से महात्मा गाँधी की तस्वीर को देख रहा था।അർത്ഥം : ଉଦାହରଣ ରୂପରେ ନେବା
ഉദാഹരണം :
ରାମକୁ ଦେଖ,ସେ କେତେ ସରଳଭାବେ ରହୁଛି
പര്യായപദങ്ങൾ : ନେବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ବ୍ୟକ୍ତି ବା ବସ୍ତୁର ଯତ୍ନ ନେବା
ഉദാഹരണം :
ମୋ ବୋହୂ ଏବେ ଚାକିରୀ ଛାଡ଼ି ଘର ଏବଂ ଛୁଆପିଲାଙ୍କୁ ସମ୍ଭାଳୁଛି
പര്യായപദങ്ങൾ : ଦାୟିତ୍ୱନେବା, ଯତ୍ନନେବା, ସମ୍ଭାଳିବା
മറ്റ് ഭാഷകളിലേക്കുള്ള വിവർത്തനം :
किसी व्यक्ति या वस्तु आदि का ध्यान रखना।
मेरी बहू अब नौकरी छोड़कर बच्चों तथा घर को सँभालती है।അർത്ഥം : କୌଣସି ଜିନିଷ ଆଦି ବିଷୟରେ ନିଶ୍ଚିତ ହେବା
ഉദാഹരണം :
ମୁଁ ସକାଳେ ବାହାରିବା ଆଗରୁ ଦେଖେ ଯେ କୋଠରୀର ଝରକା, କବାଟ ବନ୍ଦ ଅଛି ବା ନାହିଁ
മറ്റ് ഭാഷകളിലേക്കുള്ള വിവർത്തനം :
किसी चीज आदि के बारे में निश्चित होना।
मैं सुबह निकलने से पहले देखता हूँ कि कमरे के खिड़की,दरवाजे बंद हैं या नहीं।അർത്ഥം : କୌଣସି ବସ୍ତୁ ଉପରେ ଧ୍ୟାନ ରଖିବା ଯାହାଦ୍ୱାରା ତାହା ଖରାପ ହୋଇଯିବା ବା ଏପଟ-ସେପଟ ହୋଇନପାରେ
ഉദാഹരണം :
ଚୁଲିରେ ବସିଥିବା ଦୁଧକୁ ଦେଖ, ଯେପରି ଉତୁରି ନ ଯାଏ
പര്യായപദങ്ങൾ : ଧ୍ୟାନଦେବା, ନଜର ରଖିବା
മറ്റ് ഭാഷകളിലേക്കുള്ള വിവർത്തനം :
किसी वस्तु पर ध्यान रखना जिससे वह बिगड़ने या इधर-उधर न होने पावे।
चूल्हे पर रखे हुए दूध को देखो, कहीं गिर न जाए।Follow with the eyes or the mind.
Keep an eye on the baby, please!.അർത്ഥം : କୌଣସି ବସ୍ତୁ ଆଦି ବିଷୟରେ ପଚାରି ବୁଝିବା
ഉദാഹരണം :
ରେଳଗାଡି ଠିକ୍ ସମୟରେ ଚାଲୁଛି ନା ନାହିଁ ଦେଖ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ନିରୀକ୍ଷଣ କରିବା
ഉദാഹരണം :
ଆପଣ ଦେଖିଲେ ନା ଆଜିକାଲିର ପିଲାମାନେ କିପରି ବ୍ୟବହାର କରୁଛନ୍ତି?
അർത്ഥം : ନିରୀକ୍ଷଣ କରିବା
ഉദാഹരണം :
ମୁଁ ଏହି ଯନ୍ତ୍ରର କାର୍ଯ୍ୟପ୍ରଣାଳୀ ଦେଖିଲି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଦେଖା ଦେବା
ഉദാഹരണം :
ଆକାଶରେ ତାରାସବୁ ଆସ ଦେଖିବା ମୋତେ ଅନ୍ଧାରରେ ରାସ୍ତା ଦେଖାଯାଉନାହିଁ
പര്യായപദങ്ങൾ : ଦୃଷ୍ଟିଗୋଚର ହେବା
മറ്റ് ഭാഷകളിലേക്കുള്ള വിവർത്തനം :
आँखों से दृष्टिगत होना।
आकाश में तारे दिख रहे हैं।Have a certain outward or facial expression.
How does she look?.