അർത്ഥം : ମେଳ ବା ଦଳଆଦିରୁ ଅଲଗା ହେବା
ഉദാഹരണം :
ସେ କଂଗ୍ରେସରୁ ବାହାରି ଗଲା
പര്യായപദങ്ങൾ : ଅଲଗା ହେବା, ପୃଥକ ହେବା, ବାହାରିଯିବା, ହଟିଯିବା
മറ്റ് ഭാഷകളിലേക്കുള്ള വിവർത്തനം :
Remove oneself from an association with or participation in.
She wants to leave.അർത്ഥം : ନିଜର ଅଧିକାର, ପ୍ରଭୁତ୍ୱ ଅବା ସ୍ୱାମୀତ୍ୱ ଛଡ଼ାଇ ନେବା କିମ୍ବା ଅଧିକାର, ପ୍ରଭୁତ୍ୱଆଦିରୁ ଦୂରେଇ ଯିବା
ഉദാഹരണം :
ରାଜା ରାଜସିଂହାସନକୁ ପରିତ୍ୟାଗ କଲେ ମିଥ୍ୟା ଆରୋପ ଲାଗିବାରୁ ସଂଚାଳକ ନିଜ ପଦରୁ ଦୂରେଇ ଗଲେ
പര്യായപദങ്ങൾ : ଛାଡ଼ିଦେବା, ପରିତ୍ୟାଗ କରିବା, ହଟିଯିବା
മറ്റ് ഭാഷകളിലേക്കുള്ള വിവർത്തനം :
अपना अधिकार, प्रभुत्व या स्वामित्व हटा लेना या अधिकार, प्रभुत्व आदि से हट जाना।
राजा ने राज गद्दी का परित्याग किया।