അർത്ഥം : ଘରେ ବସି ଅନ୍ୟତ୍ର ଘଟୁଥିବା ଦୃଶ୍ୟ ଦେଖିବାର ପ୍ରଣାଳୀ
ഉദാഹരണം :
ଦେଶ ବିଦେଶରେ ଘଟୁଥିବା ଘଟଣାଗୁଡ଼ିକର ସିଧା ପ୍ରସାରଣ ଦୂରଦର୍ଶନ ଲୋକମାନଙ୍କ ପାଖରେ ପହଞ୍ଚାଇଥାଏ
പര്യായപദങ്ങൾ : ଦୂରଦର୍ଶନ ପ୍ରଣାଳୀ
മറ്റ് ഭാഷകളിലേക്കുള്ള വിവർത്തനം :
वह प्रणाली जिसमें घर बैठे, उपकरणों से अन्यत्र घटित होते हुए दृश्य देखे जाते हैं।
दूरदर्शन देश-विदेश में घटित हो रही घटनाओं का सीधा प्रसारण जन-जन तक पहुँचाता है।A telecommunication system that transmits images of objects (stationary or moving) between distant points.
television, television systemഅർത്ഥം : ଦୂରରେ ଘଟୁଥିବା ଦୃଶ୍ୟ ଦେଖିବାପାଇଁ ବ୍ୟବହୃତ ଉପକରଣ
ഉദാഹരണം :
ଟେଲିଭିଜନ୍ ମନୋରଞ୍ଜନର ଗୋଟିଏ ଉତ୍ତମ ସାଧନ
പര്യായപദങ്ങൾ : ଟିଭି, ଟେଲିଭିଜନ୍
മറ്റ് ഭാഷകളിലേക്കുള്ള വിവർത്തനം :
An electronic device that receives television signals and displays them on a screen.
The British call a tv set a telly.അർത്ഥം : ଅସ୍ଥାବର ଓ ସ୍ଥାବର ବସ୍ତୁସମୂହଙ୍କ ଛବିସବୁକୁ ଦୂରସ୍ଥାନକୁ ପ୍ରସାରିତ କରୁଥିବା ଦୂରସଞ୍ଚାର ବ୍ୟବସ୍ଥା
ഉദാഹരണം :
ଟେଲିଭିଜନ ଅନୁସାରେ ଏହି ଖବର ମିଥ୍ୟା
പര്യായപദങ്ങൾ : ଟେଲିଭିଜନ, ଟେଲିଭିଜନ ସିଷ୍ଟମ୍, ଦୂରଦର୍ଶନ ତନ୍ତ୍ର
മറ്റ് ഭാഷകളിലേക്കുള്ള വിവർത്തനം :
वह दूरसंचार व्यवस्था जो चर तथा अचर वस्तुओं की छवियों को दूरस्थ स्थानों में प्रसारित करती है।
टेलीविजन के अनुसार यह ख़बर झूठी है।A telecommunication system that transmits images of objects (stationary or moving) between distant points.
television, television system