അർത്ഥം : ଯେ ବ୍ୟଭିଚାର କରେ
ഉദാഹരണം :
ଆଦିବାସୀମାନେ ଜଣେ ବ୍ୟଭିଚାରୀ କର୍ମଚାରୀଙ୍କୁ ଧରି ବହୁତ ପିଟିଲେ
പര്യായപദങ്ങൾ : କାମୁକ, ଚରିତ୍ରହୀନ, ବ୍ୟଭିଚାରୀ
മറ്റ് ഭാഷകളിലേക്കുള്ള വിവർത്തനം :
Not faithful to a spouse or lover.
Adulterous husbands and wives.അർത്ഥം : ଖରାପ ବା ନିନ୍ଦନୀୟ ଚରିତ୍ରର
ഉദാഹരണം :
ଦୁଶ୍ଚରିତ୍ର ବ୍ୟକ୍ତି ସମାଜପାଇଁ ଅଭିଶାପ
പര്യായപദങ്ങൾ : ଅନାଚାରୀ, ଅପଚାରୀ, କଦାଚାରୀ, କୁମାର୍ଗୀ, କୁଲଷଣ, ଚରିତ୍ରହୀନ, ଦୁରାଚାରୀ, ଭ୍ରଷ୍ଟ, ଭ୍ରଷ୍ଟାଚାରୀ
മറ്റ് ഭാഷകളിലേക്കുള്ള വിവർത്തനം :
Unrestrained by convention or morality.
Congreve draws a debauched aristocratic society.