അർത്ഥം : ଗୋଟିଏ ସୂର୍ଯୋଦୟ ଠାରୁ ଆଉଗୋଟିଏ ସୂର୍ଯୋଦୟ ପର୍ଯ୍ୟନ୍ତ ସମୟ ଚବିଶ ଘଣ୍ଟା
ഉദാഹരണം :
ଗୋଟିଏ ଦିନରେ ଆଠ ପ୍ରହର ଥାଏ
പര്യായപദങ്ങൾ : ଦିନ
മറ്റ് ഭാഷകളിലേക്കുള്ള വിവർത്തനം :
Time for Earth to make a complete rotation on its axis.
Two days later they left.അർത്ഥം : ସୂର୍ଯ୍ୟ ଉଦୟ ହେବାଠାରୁ ଅସ୍ତ ହେବା ପର୍ଯ୍ୟନ୍ତ ସମୟ
ഉദാഹരണം :
ଆଜି ଦିନଟି ମୋପାଇଁ ବହୁତ ଭଲ ଥିଲା ଖରାଦିନେ ଦିନ ବଢ଼ିଯାଏ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଚବିଶ ଘଣ୍ଟା ମଧ୍ୟରୁ ଶୋଇବା ସମୟ ବ୍ୟତୀତ ଯେଉଁ ସମୟରେ ଆମେ କାର୍ଯ୍ୟ କରିଥାଉ
ഉദാഹരണം :
ମୋର ଦିନ ସକାଳ ଚାରିଟାରେ ଆରମ୍ଭ ହୁଏ
പര്യായപദങ്ങൾ : ଦିନ
മറ്റ് ഭാഷകളിലേക്കുള്ള വിവർത്തനം :
The recurring hours when you are not sleeping (especially those when you are working).
My day began early this morning.