അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : କୌଣସି ଝଗଡ଼ା ଆଦିରେ ଯେ ଦୁଇପକ୍ଷଙ୍କ ତରଫରୁ ଥାଆନ୍ତି
ഉദാഹരണം : ଆମକୁ ଦିତରଫା ବ୍ୟକ୍ତିଙ୍କ ଉପରେ ବିଶ୍ୱାସ କରିବା ଉଚିତ ନୁହେଁ
പര്യായപദങ്ങൾ : ଦିଆଡ଼ିଆ, ଦିତରଫା, ଦିପଟିଆ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
जो किसी झगड़े आदि में दोनों पक्षों की ओर से रहे।
അർത്ഥം : ଧୋକା ଦେବାର ଅଭ୍ୟାସରୁ କରାଯାଉଥିବା
ഉദാഹരണം : ତାଙ୍କର ଦୋମୁଁହା କାଇଦା ଆମେ ବୁଝି ଗଲୁ ଓ ତାଙ୍କଠୁଁ ସାବଧାନ ହୋଇଗଲୁ
പര്യായപദങ്ങൾ : ଦୋମୁଁହା, ଦୋରଙ୍ଗୀ
धोखा देने के नियत से किया जाने वाला।
ഇൻസ്റ്റാൾ ചെയ്യുക