അർത്ഥം : ଧର୍ମ ରୂପରେ ଗ୍ରହଣ କରାଯାଉଥିବା କୌଣସି କାମ ଯାହାକୁ ପୂରା କରିବା ନିଜପାଇଁ ପରମ ଆବଶ୍ୟକ
ഉദാഹരണം :
ଦେଶ ସେବା କରିବା ଆମ ସମସ୍ତଙ୍କର ପରମ କର୍ତ୍ତବ୍ୟ
പര്യായപദങ്ങൾ : କର୍ତ୍ତବ୍ୟ
മറ്റ് ഭാഷകളിലേക്കുള്ള വിവർത്തനം :
The social force that binds you to the courses of action demanded by that force.
We must instill a sense of duty in our children.