അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ଗୋଟିଏ ଛୋଟ ଗୋଲାକାର ବସ୍ତୁ
ഉദാഹരണം : ପିଲା ଭାରି ଖୁସିରେ ଡାଳିମ୍ବ ଦାନା ଖାଉଛି
പര്യായപദങ്ങൾ : ଖାଦ୍ୟ କଣିକା
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
कोई छोटी वस्तु विशेषकर गोलाकार।
അർത്ഥം : ଶସ୍ୟରୁ ଅଲଗା ହୋଇଯାଇଥିବା ଖଣ୍ଡ
ഉദാഹരണം : ଶିକାରୀ ଗଛତଳେ ଦାନା ବିଞ୍ଚି ଦେଇଥିଲା
പര്യായപദങ്ങൾ : ଖୁଦ, ଶସ୍ୟକଣିକା
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
अनाज का वह खंड जो उससे अलग हो गया हो।
A single whole grain of a cereal.
അർത്ഥം : ପକ୍ଷୀମାନଙ୍କୁ ଖାଇବାପାଇଁ ଦିଆଯାଉଥିବା ଦାନାଆଦି
ഉദാഹരണം : ଶ୍ୟାମା କୁକୁଡ଼ାକୁ ଦାନା ଦେଉଛି
दाना आदि जो पक्षियों को खाने के लिए दिया जाता है।
Food given to birds. Usually mixed seeds.
ഇൻസ്റ്റാൾ ചെയ്യുക