അർത്ഥം : କଶ୍ୟପଙ୍କ ଦନୁ ନାମକ ପତ୍ନୀଙ୍କଠାରୁ ଜନ୍ମ ହୋଇଥିବା ପୁତ୍ର ଯେ ଦେବତାମାନଙ୍କ ଘୋର ଶତ୍ରୁ ଥିଲେ
ഉദാഹരണം :
ଦେବତା ଓ ଦାନବମାନଙ୍କ ମଧ୍ୟରେ ବହୁ ଯୁଦ୍ଧ ହୋଇଛି
പര്യായപദങ്ങൾ : ଦନୁଜ
മറ്റ് ഭാഷകളിലേക്കുള്ള വിവർത്തനം :
An imaginary being of myth or fable.
mythical beingഅർത്ഥം : ଧର୍ମଗ୍ରନ୍ଥରେ ସ୍ୱୀକୃତ ଯେଉଁ ଦୁଷ୍ଟାତ୍ମାମାନେ ଧର୍ମ ବିରୋଧୀକାର୍ଯ୍ୟ କରନ୍ତି ତଥା ଦେବତା ଓ ଋଷିମାନଙ୍କ ଶତ୍ରୁ ହୋଇଥାନ୍ତି
ഉദാഹരണം :
ପୁରାତନ କାଳରେ ରାକ୍ଷସମାନଙ୍କ ଡରରେ ଧର୍ମକାର୍ଯ୍ୟ କରିବା କଠିନ ହୋଇ ପଡ଼ୁଥିଲା
പര്യായപദങ്ങൾ : ଅସୁର, ଦତିସୁତ, ଦୈତ୍ୟ, ରାକ୍ଷସ
മറ്റ് ഭാഷകളിലേക്കുള്ള വിവർത്തനം :
धर्म-ग्रंथों में मान्य वे दुष्ट आत्माएँ जो धर्म विरोधी कार्य करती हैं तथा देवताओं, ऋषियों आदि की शत्रु हैं।
पुरातन काल में राक्षसों के डर से धर्म कार्य करना मुश्किल होता था।