പേജിന്റെ വിലാസം പകർത്തുക ട്വിറ്ററിൽ പങ്കിടുക വാട്ട്സ്ആപ്പിൽ പങ്കിടുക ഫേസ്ബുക്കിൽ പങ്കിടുക
ഗൂഗിൾ പ്ലേയിൽ കയറുക
പര്യായപദങ്ങളും വിപരീതപദങ്ങളും ഉള്ള ଓଡ଼ିଆ എന്ന നിഘണ്ടുവിൽ നിന്നുള്ള ଦାନପାତ୍ର എന്ന വാക്കിന്റെ അർത്ഥവും ഉദാഹരണവും.

ଦାନପାତ୍ର   ବିଶେଷ୍ୟ

അർത്ഥം : ଦାନ ପାଇବାପାଇଁ ଉପଯୁକ୍ତ ବ୍ୟକ୍ତି

ഉദാഹരണം : ଦାନ ସର୍ବଦା ଦାନଗ୍ରହଣଯୋଗ୍ୟ ବ୍ୟକ୍ତିକୁ ହିଁ ଦେବା ଉଚିତ

പര്യായപദങ്ങൾ : ଦାନଗ୍ରହଣଯୋଗ୍ୟ ବ୍ୟକ୍ତି, ଦାନାଧିକାରୀ

അർത്ഥം : ଯେଉଁ ପାତ୍ରରେ ଦାନ ଆକାରରେ ଟଙ୍କାପଇସା ରଖାଯାଏ ବା ପକାଯାଏ

ഉദാഹരണം : ସେ ମନ୍ଦିର ହୁଣ୍ଡିରେ ଶହେ ଟଙ୍କା ପକାଇଲେ

പര്യായപദങ്ങൾ : ଦାନବାକ୍ସ, ହୁଣ୍ଡି


മറ്റ് ഭാഷകളിലേക്കുള്ള വിവർത്തനം :

वह पात्र या आधार जिसमें दान के पैसे रखे या डाले जाते हैं।

उसने मंदिर के दान-पात्र में सौ रूपये डाले।
दान पात्र, दान-पात्र

അർത്ഥം : ଲୁହା ବା କାଠ ବାକ୍ସ ଯାହା ସର୍ବସାଧାରଣ ସ୍ଥାନ ଆଦିରେ ଦାନ ପଇସା ପକାଇବାପାଇଁ ରଖାଯାଇଥାଏ

ഉദാഹരണം : ସେ ଦାନପାତ୍ରରେ ଶହେ ଟଙ୍କା ପକେଇଲେ

പര്യായപദങ്ങൾ : ଦାନବାକ୍ସ, ହୁଣ୍ଡି


മറ്റ് ഭാഷകളിലേക്കുള്ള വിവർത്തനം :

लोहे या लकड़ी का वह बक्सा जो सार्वजनिक स्थानों आदि पर दान के पैसे डालने के लिए होता है।

उसने दानपात्र में सौ रुपए डाले।
दानपात्र, दानपेटी