അർത്ഥം : ରକ୍ତବିକାର କାରଣରୁ ଶରୀରରେ ଦିଶୁଥିବା ଗୋଲ ଦାଗ ବା ଫୁଲା
ഉദാഹരണം :
ମଶା କମୁଡ଼ିବାଯୋଗୁଁ ତା ଦେହରେ ଠାଏଠାଏ ଚିହ୍ନ ହୋଇଛି
പര്യായപദങ്ങൾ : ଚିହ୍ନ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ସ୍ଥାନରେ ଲାଗିଥିବା ବା ପଡ଼ିଥିବା ଚିହ୍ନ
ഉദാഹരണം :
ଅନେକଥର ଧୋଇଲା ପରେ ବି ଏହି ଲୁଗାରେ ଲାଗିଥିବା ଦାଗ ଛାଡ଼ିଲା ନାହିଁ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଗରମ ଧାତୁଆଦିରେ ଚେଙ୍କିବାଦ୍ୱାରା ସୃଷ୍ଟି ହେଉଥିବା ଚିହ୍ନ
ഉദാഹരണം :
ଘୋଡ଼ା ପିଠିର ଚେଙ୍କଦାଗ ସ୍ପଷ୍ଟ ଦିଶୁଛି
പര്യായപദങ്ങൾ : ଚେଙ୍କଚିହ୍ନ, ଚେଙ୍କଦାଗ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କପଡ଼ା,କାଗଜ ଆଦିରେ ଭାଙ୍ଗ ପକାଇବା
ഉദാഹരണം :
ଦରଜି ଫ୍ରକରେ ଘେର ତିଆରି କରିବାପାଇଁ କପଡାରେ ଦାଗ ପକାଉଛି
മറ്റ് ഭാഷകളിലേക്കുള്ള വിവർത്തനം :
कपड़े,काग़ज़ आदि में सिकुड़न डालना।
दर्ज़ी फ्राक में घेर बनाने के लिए कपड़े में चुनट डाल रहा है।