അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ରହିରହି ହେଉଥିବା କଷ୍ଟ
ഉദാഹരണം : ଲାଗୁଛି କି ପୀଡ଼ାରେ ମୋ ପ୍ରାଣ ବାହାରିଯିବ
പര്യായപദങ്ങൾ : ପୀଡ଼ା, ଯନ୍ତ୍ରଣା
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
रह-रहकर उठनेवाला दर्द।
A sudden sharp feeling.
അർത്ഥം : ଶରୀରରେ ଚୋଟ ଲାଗିବା, ମଚକି ଯିବା ଓ ଘା’ଆଦି ହେବା କଷ୍ଟ
ഉദാഹരണം : ରୋଗୀର ଦରଜ ଦିନକୁଦିନ ବଢ଼ିଚାଲିଛି
പര്യായപദങ്ങൾ : ପୀଡ଼ା
അർത്ഥം : ଅଧିକ ଖଟା ହୋଇଥିବାରୁ କୌଣସି ବସ୍ତୁ ଚୋବାଇ ପାରୁନଥିବା(ଦାନ୍ତ)
ഉദാഹരണം : ତେନ୍ତୁଳି ଖାଇବାରୁ ମୋ ଦାନ୍ତ ଦରଜ ହେଲା
പര്യായപദങ്ങൾ : ଟକ, ଧରିଗଲା
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
अधिक खट्टे होने से कोई वस्तु न चबा सकने वाला (दाँत)।
ഇൻസ്റ്റാൾ ചെയ്യുക