അർത്ഥം : ବଳ ପ୍ରୟୋଗଦ୍ୱାରା ବିରୋଧ, ଉପଦ୍ରବ, ବିଦ୍ରୋହଆଦିକୁ ଦମନ କରିବାର କ୍ରିୟା
ഉദാഹരണം :
ଇଂରେଜମାନେ ବାରମ୍ବାର ପରାଧୀନ ଭାରତୀୟମାନଙ୍କର ବିରୋଧକୁ ଦମନ କରିଥିଲେ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ବିରୋଧ, ଉପଦ୍ରବ, ବିଦ୍ରୋହ ଇତ୍ୟାଦିକୁ ବଳ ପ୍ରୟୋଗଦ୍ୱାରା ଦମନ କରିବା
ഉദാഹരണം :
ଆମେ ନିଜର ଇଚ୍ଛାକୁ ଦମନ କରୁ ପରାଧୀନ ଭାରତରେ ଇଂରେଜମାନେ ଭାରତୀୟମାନଙ୍କୁ ଦବେଇକି ରଖିଥିଲେ
പര്യായപദങ്ങൾ : ଚ୍ପାଇ ରଖିବା, ଦବେଇକି ରଖିବା, ଦମନ କରିବା, ଦମିତ କରିବା
മറ്റ് ഭാഷകളിലേക്കുള്ള വിവർത്തനം :