അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ଥନ୍ତରା ବା ମୁଣ୍ଡା ହେବାର କ୍ରିୟା
ഉദാഹരണം : ଅନେକ ଦିନ ଧରି ହତିଆର ଥନ୍ତରା କାରଣରୁ ଜଙ୍କ ହୋଇଥାଏ
പര്യായപദങ്ങൾ : ଥନ୍ତରା, ଥନ୍ତଡ଼ା, ମୁଣ୍ଡା
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
भोथरा या कुंद होने की क्रिया।
അർത്ഥം : ଥନ୍ତରା ଅବସ୍ଥା ବା ଭାବ
ഉദാഹരണം : ଶାଣ କରେଇବା ପରେ ବି ଛୁରୀର ଥନ୍ତରାପଣ ଗଲାନାହିଁ
പര്യായപദങ്ങൾ : ଥନ୍ତରାପଣ, ଥନ୍ତଡ଼ା, ମୁଣ୍ଡା
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
भोथरा होने की अवस्था या भाव।
Without sharpness or clearness of edge or point.
അർത്ഥം : ଯେଉଁ ଧାର ଦାଢ଼ୁଆ ବା ତୀକ୍ଷ୍ଣ୍ ନୁହେଁ
ഉദാഹരണം : ଏହି ଦନ୍ଥରା ଖଣ୍ଡାରେ ତୁମେ କ’ଣ ଯୁଦ୍ଧ କରିବ?
പര്യായപദങ്ങൾ : ଅଧାରୁଆ, ଦାଢ଼ହୀନ, ଧାରହୀନ, ମୁଣ୍ଡା
जिसकी धार चोखी या तीक्ष्ण न हो।
Not having a sharp edge or point.
ഇൻസ്റ്റാൾ ചെയ്യുക