അർത്ഥം : ଅପରାଧୀଆଦିକୁ ତାର ଅପରାଧ ଫଳସ୍ୱରୂପ ଦିଆଯାଉଥିବା ପୀଡ଼ା ବା ଆର୍ଥିକ ହାନିଆଦି
ഉദാഹരണം :
ଶ୍ୟାମକୁ ହତ୍ୟା ଅପରାଧରେ ଆଜୀବନ କାରାବାସର ଦଣ୍ଡ ମିଳିଲା
പര്യായപദങ്ങൾ : ସଜା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଏକ ପ୍ରକାର ବ୍ୟାୟାମ ଯାହା ପଞ୍ଝା ବଳରେ ଅଧା ଶୋଇ କରାଯାଇଥାଏ
ഉദാഹരണം :
ସେ ପ୍ରତିଦିନ ସକାଳେ ଦୌଡ଼ିସାରି ଦଣ୍ଡ ମାରେ
പര്യായപദങ്ങൾ : ଦଣ୍ଡ ବୈଠକ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଖେଳର ନିୟମଗୁଡ଼ିକ ଉଲଂଘନ କଲେ କୌଣସି ପ୍ରତିଯୋଗୀ ବା ଟିମଉପରେ ଲାଗୁଥିବା ପ୍ରତିବନ୍ଧକ ବା ତାକୁ ପହଞ୍ଚୁଥିବା କ୍ଷତି
ഉദാഹരണം :
ଖେଳାଳୀକୁ ପେନାଲଟିଦେଇ ବାହାର କରିଦିଆଗଲା
പര്യായപദങ്ങൾ : ଜୋରିମାନା, ପେନାଲଟି
മറ്റ് ഭാഷകളിലേക്കുള്ള വിവർത്തനം :
खेल के नियमों का उल्लंघन करने पर किसी प्रतियोगी या टीम पर लगने वाला प्रतिबंध या उसे होने वाला नुकसान।
खिलाड़ी को बतौर पेनाल्टी निकाल दिया गया।(games) a handicap or disadvantage that is imposed on a competitor (or a team) for an infraction of the rules of the game.
penalty