അർത്ഥം : ପୋଲିସ ଅଫିସରର ପଦ
ഉദാഹരണം :
ମନୋହରଙ୍କୁ ବଲୌଦାବଜାର ଥାନାର ଭାର ମିଳିଛି
പര്യായപദങ്ങൾ : ପୋଲିସ କାର୍ଯ୍ୟାଳୟ, ଫାଣ୍ଡି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯେଉଁ ସ୍ଥାନରେ ପୋଲିସଙ୍କର କିଛି ସିପାହୀ ଓ ସେମାନଙ୍କ ବରିଷ୍ଠ ଅଧିକାରୀ ସ୍ଥାୟୀ ରୂପରେ କାମ କରନ୍ତି ଏବଂ ଯେଉଁଠାରୁ ଆଖପାଖ ସ୍ଥାନପାଇଁ କାର୍ଯ୍ୟ ନିର୍ଦ୍ଧାରିତ ହୋଇଥାଏ
ഉദാഹരണം :
ଚୋରି ହେବା ପରେ ଆମେ ଥାନାରେ ରିପୋର୍ଟ ଦାଖଲ କଲୁ
പര്യായപദങ്ങൾ : ଦାରୋଗା ଷ୍ଟେସନ୍, ପୋଲିସ ଷ୍ଟେସନ୍
മറ്റ് ഭാഷകളിലേക്കുള്ള വിവർത്തനം :
वह स्थान जहाँ पुलिस के कुछ सिपाही और उनके वरिष्ठ अधिकारी कार्य करते हैं और जहाँ से आस-पास के स्थानों का प्रबंध होता है।
चोरी होने के बाद हमने थाने में रपट दर्ज कराई।അർത്ഥം : ଯେଉଁ ପୋଲିସ ଫାଣ୍ଡିର ତତ୍ୱାବଧାରକ ପୋଲିସ ଅଧିକାରୀ
ഉദാഹരണം :
ସିପାହୀ ରାମୁକୁ ଧରି ଥାନାକୁ ନେଇଗଲେ
മറ്റ് ഭാഷകളിലേക്കുള്ള വിവർത്തനം :