അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ତାପମାନ ଖସିଲେ ଶରୀରରେ ହେଉଥିବା ସେ ଅନୁଭୂତି ଯେଉଁଥିରେ କପଡ଼ାଆଦି ଘୋଡ଼ିବା ବା ଖରା, ନିଆଁଆଦି ପୋଇଁବା ପାଇଁ ଇଚ୍ଛା ହୁଏ
ഉദാഹരണം : ଆଜି ସକାଳୁ ମୋତେ ଥଣ୍ଡା ଲାଗୁଛି
പര്യായപദങ്ങൾ : ଜାଡ଼, ଶୀତ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
तापमान के गिरने से शरीर में होने वाली वह अनुभूति जिसमें कपड़े आदि ओढ़ने या धूप, आग, आदि तापने की इच्छा होती है।
The sensation produced by low temperatures.
അർത്ഥം : ଯାହା ଉଷ୍ଣ ନୁହେଁ
ഉദാഹരണം : ବାଟୋଇ ନଦୀର ଥଣ୍ଡାପାଣି ପିଉଛି
പര്യായപദങ്ങൾ : ଶୀତଳ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
जो उष्ण न हो।
അർത്ഥം : ଯେଉଁଥିରେ ଉତ୍ତେଜନା ନାହିଁ
ഉദാഹരണം : ତାଙ୍କ ଥଣ୍ଡା ସ୍ୱାଗତଦ୍ୱାରା ମନ ଉଦାସ ହୋଇଗଲା
പര്യായപദങ്ങൾ : ଉତ୍ତେଜନାଶୂନ୍ୟ, ଶୀତଳ
जिसमें आवेश न हो।
അർത്ഥം : ଯେଉଁଠାରେ ଥଣ୍ଡା ହୁଏ
ഉദാഹരണം : କାଲିରାତିରେ ଥଣ୍ଡା ପବନ ବହୁଥିଲା
അർത്ഥം : ଯାହା ଜଳନ୍ତା ବା ଦାଉଦାଉ ହେଉ ନଥାଏ
ഉദാഹരണം : ନିଆଁ ଧିରେଧିରେ ଥଣ୍ଡା ହୋଇଗଲା
പര്യായപദങ്ങൾ : ଉପଶମିତ, ଦମିତ, ଶମିତ, ଶାନ୍ତ
जो जलता या दहकता हुआ न हो।
അർത്ഥം : ରଙ୍ଗ ସିଦ୍ଧାନ୍ତ ଅନୁସାରେ ଥଣ୍ଡା ପ୍ରଦାନକାରୀ
ഉദാഹരണം : ନୀଳ ଗୋଟିଏ ଥଣ୍ଡା ରଙ୍ଗ
പര്യായപദങ്ങൾ : ଶୀତ
रंग सिद्धांतानुसार ठंडक देने वाला।
(color) giving no sensation of warmth.
അർത്ഥം : ଯାହାର ସ୍ୱଭାବରେ କ୍ରୋଧ ବା ଆବେଶ ନଥାଏ
ഉദാഹരണം : ରୋହିତର ଶାନ୍ତ ସ୍ୱଭାବ ସମସ୍ତଙ୍କୁ ଭଲ ଲାଗେ
പര്യായപദങ്ങൾ : ଶାନ୍ତ
जिसके स्वभाव में क्रोध या आवेश न हो।
ഇൻസ്റ്റാൾ ചെയ്യുക