അർത്ഥം : ପ୍ରକାଶ, ଉର୍ଜା,ବିକିରଣ ଆଦି ଦବା ବା ଛାଡିବାର କାମ
ഉദാഹരണം :
ସୂର୍ଯ୍ୟଙ୍କ ଠାରୁ ନିୟମିତ ପ୍ରକାଶ ଏବଂ ଉର୍ଜାର ନିକ୍ଷେପ ପୃଥିବୀ ନିମନ୍ତେ ବରଦାନ ସଦୃଶ୍ୟ
പര്യായപദങ്ങൾ : ନିକ୍ଷେପ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ବୈରାଗ୍ୟଆଦି କାରଣରୁ ସାଂସାରିକ ଭୋଗ ଓ ପଦାର୍ଥଆଦିକୁ ଛାଡ଼ିବାର କ୍ରିୟା ବା ଭାବ
ഉദാഹരണം :
ଭୋଗ ତ୍ୟାଗ କରି ମୋହନ ସନ୍ୟାସ ଗ୍ରହଣ କରିବାକୁ ନିଷ୍ପତ୍ତି କଲା
പര്യായപദങ്ങൾ : ଭୋଗ ତ୍ୟାଗ
മറ്റ് ഭാഷകളിലേക്കുള്ള വിവർത്തനം :
An act (spoken or written) declaring that something is surrendered or disowned.
renouncement, renunciationഅർത്ഥം : ନିଜ ଅଧିକାର କିମ୍ବା ସତ୍ତ୍ୱକୁ ସଂମ୍ପୂର୍ଣ୍ଣ ଭାବେ ଛାଡ଼ିବାର କ୍ରିୟା
ഉദാഹരണം :
ରାଜାଙ୍କ ପଦ ପରିତ୍ୟାଗରେ ପ୍ରଜା ବହୁତ ଦୁଃଖୀ ଥିଲେ
പര്യായപദങ്ങൾ : ଉତ୍ସର୍ଗ, ପରିତ୍ୟାଗ, ପରିବର୍ଜନ
മറ്റ് ഭാഷകളിലേക്കുള്ള വിവർത്തനം :
The act of renouncing. Sacrificing or giving up or surrendering (a possession or right or title or privilege etc.).
forgoing, forswearing, renunciation