അർത്ഥം : ଏକ ପ୍ରକାରର ପ୍ରକାଶ
ഉദാഹരണം :
ତା’ ଚେହେରାର ଚମକ ସ୍ପଷ୍ଟ ଭାବେ ଝଲକୁଥିଲା
പര്യായപദങ്ങൾ : ଆଭା, ଉଜ୍ଜଳତା, କାନ୍ତି, ଚମକ, ଜ୍ୟୋତି, ଦୀପ୍ତି, ଦ୍ୟୁତି, ପ୍ରଭା, ଭାସ, ରକ୍ତିମା
മറ്റ് ഭാഷകളിലേക്കുള്ള വിവർത്തനം :
एक तरह का प्रकाश।
उसके चेहरे की चमक स्पष्ट झलक रही थी।അർത്ഥം : କୌଣସି କାମପାଇଁ ହେଉଥିବା ଉତ୍ସାହ
ഉദാഹരണം :
ନୀରଜ ସବୁ କାମକୁ ବଡ ଫୂର୍ତ୍ତିରେ କରେ
പര്യായപദങ്ങൾ : ଉତ୍ସାହ, ଚଞ୍ଚଳତା, ଫୂର୍ତ୍ତି, ସ୍ପୂର୍ତ୍ତି
മറ്റ് ഭാഷകളിലേക്കുള്ള വിവർത്തനം :
The gracefulness of a person or animal that is quick and nimble.
agility, legerity, lightness, lightsomeness, nimblenessഅർത്ഥം : ତେଜ ବା ପ୍ରଖର
ഉദാഹരണം :
ଏହି କାମ କରିବା ନିମନ୍ତେ ତୀକ୍ଷ୍ଣ ବୁଦ୍ଧିର ଆବଶ୍ୟକତା ରହିଛି
പര്യായപദങ്ങൾ : ଉଗ୍ର, ତୀକ୍ଷ୍ଣ, ତୀବ୍ର, ପ୍ରଖର, ଶାଣିତ
മറ്റ് ഭാഷകളിലേക്കുള്ള വിവർത്തനം :
Having or demonstrating ability to recognize or draw fine distinctions.
An acute observer of politics and politicians.