അർത്ഥം : ବଳଦ ଆଦିଙ୍କ ମୁହଁରେ ବନ୍ଧା ଯାଉଥିବା ଜାଲ
ഉദാഹരണം :
କୃଷକ ହଳ ଯୋଚିବା ସମୟରେ ବଳଦ ମୁହଁରେ ତୁଣ୍ଡି ଲଗାଇ ଦେଲା ଯାହା ଫଳରେ ପାଖ ଖେତର ଫସଲର କ୍ଷତି ହେବନାହିଁ
മറ്റ് ഭാഷകളിലേക്കുള്ള വിവർത്തനം :
A leather or wire restraint that fits over an animal's snout (especially a dog's nose and jaws) and prevents it from eating or biting.
muzzleഅർത്ഥം : ଗାଈ, ବଳଦ, ଘୋଡ଼ା ଆଦି କିଛି ଚରି ବା ଖାଇ ନ ପାରିବାପାଇଁ ସେମାନଙ୍କ ମୁହଁରେ ବନ୍ଧା ଯାଉଥିବା ଜାଲି
ഉദാഹരണം :
ତୁଣ୍ଡି ବନ୍ଧା ହୋଇଥିବାହେତୁ ବଳଦ କିଛି ଖାଇ ପାରୁ ନ ଥିଲା