അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ଜିଭର ଗୋଟିଏ ରୋଗ
ഉദാഹരണം : ବାତରୋହିଣୀରେ ଜିଭ ଉପରେ ଚାରିଆଡେ କଣ୍ଟା ଭଳି ମାଂସ ଫଳି ଯାଏ
പര്യായപദങ്ങൾ : ସଳିସିମା
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
जीभ का एक रोग।
അർത്ഥം : ଯେଉଁ ରୋଗରେ ଗାଲର ଭିତର ପାଖ ସିଝି ଯାଏ
ഉദാഹരണം : ତୁଣ୍ଡଘା ଯୋଗୁଁ ମୁଁ କିଛି ଭଲରେ ଖାଇପାରୁନାହିଁ
एक रोग जिसमें गालों के अंदर सूजन हो जाती है।
അർത്ഥം : ପାଟି ଭିତରେ ହେଉଥିବା ଫୋଟକା
ഉദാഹരണം : ତୁଣ୍ଡଘା କାରଣରୁ ମୋତେ କିଛି ଖାଇବାକୁ ଅସୁବିଧା ହେଉଛି
പര്യായപദങ്ങൾ : ପାଟିଘା
मुँह के भीतरी भाग में होने वाले छाले।
ഇൻസ്റ്റാൾ ചെയ്യുക