അർത്ഥം : ବହୁତ ଘୃଣା ପ୍ରକଟ କରିବା
ഉദാഹരണം :
ତୁମ କର୍ମ ଯୋଗୁଁ ହିଁ ଆଜି ସମସ୍ତେ ତୁମକୁ ଧିକ୍କାର କରୁଛନ୍ତି
പര്യായപദങ്ങൾ : ଛିଛାକର କରିବା, ଧିକ୍କାର କରିବା, ଭର୍ତ୍ସନା କରିବା
മറ്റ് ഭാഷകളിലേക്കുള്ള വിവർത്തനം :
बहुत घृणा प्रकट करना।
तुम्हारे कर्मों के कारण ही आज सभी लोग तुझे थुथकार रहे हैं।അർത്ഥം : ଏଭଳି କଥା ବା କାମ କରିବା ଯାହାଦ୍ୱାରା କାହାରି ସମ୍ମ୍ମାନ ବା ପ୍ରତିଷ୍ଠା କମିଯାଏ
ഉദാഹരണം :
ସେ ମୋତେ ସମସ୍ତଙ୍କ ସାମ୍ନାରେ ଅପମାନିତ କଲା
പര്യായപദങ്ങൾ : ଅପମାନ ଦେବା, ଅପମାନିତ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
ऐसी बात या काम करना जिससे किसी का मान या प्रतिष्ठा कम हो।
उसने मुझे सब के सामने अपमानित किया।