അർത്ഥം : ତିଆରି କରିବାର କାମ
ഉദാഹരണം :
ଘରର ତିଆରି ଆରମ୍ଭ ହୋଇଛି
പര്യായപദങ്ങൾ : ନିର୍ମାଣ, ପ୍ରସ୍ତୁତି, ପ୍ରସ୍ତୁତିକରଣ
മറ്റ് ഭാഷകളിലേക്കുള്ള വിവർത്തനം :
The act of constructing something.
During the construction we had to take a detour.അർത്ഥം : କୌଣସି ବିଶେଷ କର୍ଯ୍ୟ ଆରମ୍ଭ କରାଯିବା ପୂର୍ବରୁ କରାଯାଉଥିବା କାମ
ഉദാഹരണം :
ସୀମାର ବାହାଘର ପ୍ରସ୍ତୁତି ବଡ଼ ଜୋରସୋରରେ ଚାଲୁଛି
പര്യായപദങ്ങൾ : ଉପକ୍ରମ, ପ୍ରସ୍ତୁତି
മറ്റ് ഭാഷകളിലേക്കുള്ള വിവർത്തനം :
The activity of putting or setting in order in advance of some act or purpose.
Preparations for the ceremony had begun.അർത്ഥം : ପ୍ରକୃତିରୁ ଉତ୍ପନ୍ନ କରାଯାଉଥିବା ବା ମଣିଷଙ୍କଦ୍ୱାରା ତିଆରି ହେଉଥିବା ଜିନିଷ
ഉദാഹരണം :
ଆଜିକାଲି ପ୍ରତ୍ୟେକ କମ୍ପାନୀ ନିଜନିଜର ନୂଆ ନୂଆ ଉତ୍ପାଦନ ବଜାରକୁ ଛାଡୁଛନ୍ତି
പര്യായപദങ്ങൾ : ଉତ୍ପାଦନ, ଉତ୍ପାଦ୍ୟ
മറ്റ് ഭാഷകളിലേക്കുള്ള വിവർത്തനം :
An artifact that has been created by someone or some process.
They improve their product every year.അർത്ഥം : ଯାହାକୁ ଗଢ଼ାଯାଇ ଆକାର ଦିଆଯାଇଛି
ഉദാഹരണം :
ସୀତା ବଜାରରୁ ମାଟିରେ ତିଆରି ମୂର୍ତ୍ତିଟିଏ କିଣିଲା
മറ്റ് ഭാഷകളിലേക്കുള്ള വിവർത്തനം :
जिसे गढ़ कर कोई आकार दिया गया हो।
सीता ने बाजार से मिट्टी से गढ़ी गणेश की एक मूर्ति खरीदी।