അർത്ഥം : ଯିଏ ତର୍କଶାସ୍ତ୍ର ଜାଣିଛି
ഉദാഹരണം :
ସେ ଜଣେ କୁଶଳ ତର୍କଶାସ୍ତ୍ରୀ
പര്യായപദങ്ങൾ : ତର୍କଶାସ୍ତ୍ରୀ
മറ്റ് ഭാഷകളിലേക്കുള്ള വിവർത്തനം :
वह जो तर्कशास्त्र का ज्ञाता हो।
वह एक कुशल तर्कशास्त्री है।അർത്ഥം : ଯେ ତର୍କ ବା ଶାସ୍ତ୍ରାର୍ଥ କରନ୍ତି
ഉദാഹരണം :
ତାର୍କିକଙ୍କର ସଟୀକ ତର୍କ ଶୁଣି ସମସ୍ତେ ହାର ମାନିଲେ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯିଏ ତର୍କ କରେ
ഉദാഹരണം :
ସବୁ କଥାରେ ତର୍କ କରିବା ତାର୍କିକ ଲୋକମାନଙ୍କର ଅଭ୍ୟାସ
മറ്റ് ഭാഷകളിലേക്കുള്ള വിവർത്തനം :