അർത്ഥം : କୌଣସି ବସ୍ତୁର ଉପର କିମ୍ବା ବାହାର ପାଖ
ഉദാഹരണം :
ଖରାରେ କୂଅର ଜଳ ସ୍ତର ଖସିଯାଏ
പര്യായപദങ്ങൾ : ସ୍ତର
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ବସ୍ତୁର ତଳଭାଗ ଯାହା ଆଧାରରେ ତାହା ଅଟକି ରହେ
ഉദാഹരണം :
ଏହି କଡେଇର ତଳ ମୋଟା
പര്യായപദങ്ങൾ : ନିମ୍ନ ଭାଗ, ନିମ୍ନ ସ୍ଥଳ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଜଳାଶୟର ତଳ ଭୂମି
ഉദാഹരണം :
ଏହି ନଦୀର ତଳ ସଫା ଦେଖାଯାଉଛି
പര്യായപദങ്ങൾ : ତଳି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ବସ୍ତୁର ତଳ ଅଂଶ
ഉദാഹരണം :
ଏହି କବାଟର ନିମ୍ନ ଅଂଶ ନଷ୍ଟ ହୋଇଯାଇଛି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯେଉଁ ବ୍ୟକ୍ତି ଜାତି, ପଦ, ଗୁଣଆଦିରେ କମ୍
ഉദാഹരണം :
ଉଚ୍ଚ ବର୍ଗର ଲୋକମାନେ ନିମ୍ନ ବର୍ଗର ଲୋକଙ୍କୁ ହଇରାଣ କରୁଥିଲେ
മറ്റ് ഭാഷകളിലേക്കുള്ള വിവർത്തനം :
Of low or inferior quality.
inferior