അർത്ഥം : ତଲ୍ଲୀନ ହେବାର ଅବସ୍ଥା ବା ଭାବ
ഉദാഹരണം :
ଦିବାକର ତଲ୍ଲୀନତା ସହିତ ଆପଣା କାମରେ ଲାଗିଥିଲା
പര്യായപദങ്ങൾ : ଅଭିନିବିଷ୍ଟତା, ଏକାଗ୍ରଚିତ୍ତତା, ଏକାଗ୍ରତା, ତନ୍ମୟତା, ନିମଗ୍ନତା, ମନୋଯୋଗିତା
മറ്റ് ഭാഷകളിലേക്കുള്ള വിവർത്തനം :
तल्लीन होने की अवस्था या भाव।
दिवाकर तल्लीनता से अपने काम में लगा हुआ था।