അർത്ഥം : କୌଣସି ବସ୍ତୁ ବିଷୟରେ ଅଜ୍ଞାତ ତତ୍ତ୍ୱ କାରଣରୁ ବା ଉତ୍ପତ୍ତିର ବିଚାର ଅନୁସାରେ ନିଶ୍ଚିତ କରିବାର କ୍ରିୟା
ഉദാഹരണം :
ସେ ନିଜ କଥା ପ୍ରମାଣିତ କରିବା ନିମନ୍ତେ ତର୍କ ପରେ ତର୍କ କରିଚାଲିଥିଲେ
പര്യായപദങ്ങൾ : ଯୁକ୍ତି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଶାସ୍ତ୍ରୀୟ ବିଷୟ ଉପରେ ପାରସ୍ପରିକ ବାଦ ବିବାଦ
ഉദാഹരണം :
ଅଷ୍ଟବକ୍ର ରାଜା ଜନକଙ୍କ ସଭାରେ ଉପସ୍ଥିତ ବଡ଼ବଡ଼ ବିଦ୍ୱାନଙ୍କସହିତ ତର୍କବିତର୍କ କଲେ
പര്യായപദങ്ങൾ : ତର୍କବିତର୍କ, ବାଦାନୁବାଦ, ବିତର୍କ
മറ്റ് ഭാഷകളിലേക്കുള്ള വിവർത്തനം :
शास्त्रीय विषयों में परस्पर होने वाला वाद-विवाद।
अष्टावक्र ने राजा जनक की सभा में उपस्थित बड़े-बड़े विद्वानों से वाद-प्रतिवाद किया।A discussion in which reasons are advanced for and against some proposition or proposal.
The argument over foreign aid goes on and on.