അർത്ഥം : ଗୋଟିଏ କାମରେ ଲାଗିଥିବା ମାନସିକତା
ഉദാഹരണം :
ସେ ଏକାଗ୍ରଚିତ୍ତ ହୋଇ ନିଜ କାମ କରୁଛି
പര്യായപദങ്ങൾ : ଏକାଗ୍ରଚିତ୍ତ, ଏକାଗ୍ରମନ
മറ്റ് ഭാഷകളിലേക്കുള്ള വിവർത്തനം :
जिसका चित्त या ध्यान किसी एक बात में लगा हो या जो पूरी लगन से किसी एक ही काम या बात में लीन हो।
एकाग्रचित्त विद्यार्थी ही अपना लक्ष्य प्राप्त करता है।Characterized by care and perseverance in carrying out tasks.
A diligent detective investigates all clues.അർത്ഥം : ଯିଏ କୌଣସି କାର୍ଯ୍ୟ ବା ବିଷୟରେ ସମ୍ପୂର୍ଣ୍ଣ ଭାବେ ଲୀନ ହେଇଯାଇଥାଏ ବା ପୂରା ଲାଗିଯାଇଥାଏ
ഉദാഹരണം :
ସେ ପୂଜାରେ ତଲ୍ଲୀନ ହୋଇଯାଇଛନ୍ତି
പര്യായപദങ്ങൾ : ଅନ୍ତର୍ଲୀନ, ଅଭିନିବିଷ୍ଟ, ତଲ୍ଲୀନ, ନିମଗ୍ନ, ମଗ୍ନ, ମସଗୁଲ୍, ଲୀନ
മറ്റ് ഭാഷകളിലേക്കുള്ള വിവർത്തനം :
जो किसी कार्य या विषय में लीन या पूरी तरह से लगा हुआ हो।
पूजा में तल्लीन माताजी किसी तरह का व्यवधान नहीं चाहती।