അർത്ഥം : ଫଳଆଦିର ଭିତରର ତନ୍ତୁ
ഉദാഹരണം :
ଏହି ଆମ୍ବଟି ସାରା ଚେର
പര്യായപദങ്ങൾ : ଚେର
മറ്റ് ഭാഷകളിലേക്കുള്ള വിവർത്തനം :
The dried fibrous part of the fruit of a plant of the genus Luffa. Used as a washing sponge or strainer.
loofa, loofah, loufah sponge, luffaഅർത്ഥം : କୌଣସି ନିଶା ଖାଇଲା ପରେ ଆଖିରେ ଯେଉଁ ସୂକ୍ଷ୍ମ ଲାଲପରଦା ଦେଖାଯାଏ
ഉദാഹരണം :
ଅଧିକ ନିଶା କାରଣରୁ ତା’ ଆଖିର ତନ୍ତୁ ଉପରକୁ ଉଠି ଆସିଛି
മറ്റ് ഭാഷകളിലേക്കുള്ള വിവർത്തനം :
आँखों की वे महीन लाल नसें जो साधारणतः मनुष्यों की आँखों में उस समय दिखाई देती हैं जब वे सोकर उठते हैं या नशे, प्रेम आदि की उमंग में होते हैं।
अधिक नशे के कारण उसकी आँखों में डोरे उभर आये हैं।അർത്ഥം : କୌଣସି ଧାତୁକୁ ଟାଣି ତିଆରି କରାଯାଇଥିବା ତନ୍ତୁ
ഉദാഹരണം :
ଏହା ଟେଲିଫୋନ ତାର
മറ്റ് ഭാഷകളിലേക്കുള്ള വിവർത്തനം :
Ligament made of metal and used to fasten things or make cages or fences etc.
wireഅർത്ഥം : କୌଣସି ପ୍ରାକୃତିକ ବସ୍ତୁରୁ ମିଳୁଥିବା ଲମ୍ବା ଓ ପତଳା କଠିନ ପଦାର୍ଥ
ഉദാഹരണം :
ସାକରକନ୍ଦରୁ ତନ୍ତୁ ମିଳେ
പര്യായപദങ്ങൾ : ଚେର
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ତୁଳା, ରେଶମଆଦିର ସେହି ଲମ୍ବା ରୂପ ଯାହା ବୁଣିବାପାଇଁ ତିଆରି ହୋଇଥାଏ
ഉദാഹരണം :
ଏହି ଶାଢ଼ୀ ରେଶମୀ ସୂତାରେ ତିଆରି ହୋଇଛି
മറ്റ് ഭാഷകളിലേക്കുള്ള വിവർത്തനം :