അർത്ഥം : ତତ୍ତ୍ୱ ବା ଯଥାର୍ଥତାକୁ ଜାଣିଥିବା ଲୋକ
ഉദാഹരണം :
ଏହି ସଭାରେ ବଡ଼ବଡ଼ ତତ୍ତ୍ୱବିତ୍ମାନେ ଭାଗ ନେଉଛନ୍ତି
പര്യായപദങ്ങൾ : ଜ୍ଞାନୀ, ତତ୍ତ୍ୱଜ୍ଞ, ତତ୍ତ୍ୱବିତ୍, ତତ୍ତ୍ୱବେତ୍ତା, ଦାର୍ଶନିକ
മറ്റ് ഭാഷകളിലേക്കുള്ള വിവർത്തനം :
तत्व या यथार्थता को जाननेवाला व्यक्ति।
इस सभा में बड़े-बड़े तत्ववेत्ताओं ने हिस्सा लिया।A specialist in philosophy.
philosopherഅർത്ഥം : ଯାହାକୁ ଆତ୍ମଜ୍ଞାନ ହୋଇଛି
ഉദാഹരണം :
ବଡ଼ବଡ଼ ଆତ୍ମଜ୍ଞାନୀ ବି ଈଶ୍ୱରଙ୍କର ଦର୍ଶନପାଇଁ ଲାଳାୟିତ ରହନ୍ତି
പര്യായപദങ്ങൾ : ଆତ୍ମଜ୍ଞାନୀ, ଆତ୍ମଦର୍ଶୀ, ଯୋଗୀ
മറ്റ് ഭാഷകളിലേക്കുള്ള വിവർത്തനം :
वह जिसे आत्म का ज्ञान हो।
बड़े-बड़े आत्मज्ञानी भी ईश्वर दर्शन के लिए लालायित रहते हैं।അർത്ഥം : ଯାହାର ଆତ୍ମଜ୍ଞାନ ଅଛି
ഉദാഹരണം :
ଆତ୍ମଜ୍ଞାନୀ ଶଙ୍କରାଚାର୍ଯ୍ୟ ହିନ୍ଦୁ ଧର୍ମର ପୁନରୁଦ୍ଧାର କଲେ
പര്യായപദങ്ങൾ : ଆତ୍ମଜ୍ଞାନୀ, ଆତ୍ମଦର୍ଶୀ, ଆତ୍ମଦ୍ରଷ୍ଟା
മറ്റ് ഭാഷകളിലേക്കുള്ള വിവർത്തനം :
जिसे आत्म का ज्ञान हो।
आत्मज्ञानी शंकराचार्य ने हिन्दू धर्म का पुनरुद्धार किया।