അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ସେହି ସମୟର
ഉദാഹരണം : ତତ୍କାଳୀନ ପରିସ୍ଥିତି ଅନୁକୂଳ ନ ଥିଲା, ଏଥିପାଇଁ ମୁଁ ଚୁପ ରହିଲି
പര്യായപദങ്ങൾ : ତତ୍କାଳୀନ, ତାତ୍କାଳିକ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
उसी समय का।
അർത്ഥം : ତତ୍କାଳ ବା ତୁରନ୍ତ ହୋଇଥିବା
ഉദാഹരണം : ସେ ତତ୍କାଳିକ ଭାଷଣ ପ୍ରତିଯୋଗିତାରେ ଭାଗ ନେଇଥିଲା
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
तत्काल या तुरन्त का।
Immediately before or after as in a chain of cause and effect.
അർത്ഥം : ସେହି ସମୟରେ ଘଟିଥିବା
ഉദാഹരണം : ତତ୍କାଳିକ ପରିସ୍ଥିତି ଆଜିର ପରିସ୍ଥିତି ଠାରୁ ବହୁତ ଅଲଗା ଥିଲା
പര്യായപദങ്ങൾ : ସେକାଳର, ସେତେବେଳର, ସେସମୟର
उस समय का।
At a specific prior time.
ഇൻസ്റ്റാൾ ചെയ്യുക