അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ଶୋଇବା ଜାଗାରେ ମୁଣ୍ଡ ଆଡ଼କୁ ଥିବା ଭାଗ
ഉദാഹരണം : ଏହି ଖଟରେ ମୋ ତକିଆ ଦବି ଯାଇଛି
പര്യായപദങ്ങൾ : ମାଣ୍ଡି, ମୁଚୁଳା
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
सोने की जगह पर सिर की ओर का भाग।
A vertical board or panel forming the head of a bedstead.
അർത്ഥം : ତୁଳାଆଦିରେ ଭର୍ତ୍ତି ହୋଇଥିବା ଥଳି ଯାହା ବିଶ୍ରାମ ବା ଶୋଇବା ସମୟରେ ମୁଣ୍ଡଆଦି ତଳେ ରଖାଯାଏ
ഉദാഹരണം : ସେ ଖଟ ଉପରେ ଦୁଇଟି ତକିଆ ପକାଇ ଶୋଇଛି
പര്യായപദങ്ങൾ : ଉପଧାନ, ବାଲିସ୍, ମାଣ୍ଡି
रुई आदि से भरा हुआ वह मुँहबंद थैला जो लेटने या सोने के समय सिर आदि के नीचे रखते हैं।
A cushion to support the head of a sleeping person.
ഇൻസ്റ്റാൾ ചെയ്യുക