അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : କୌଣସି ପଦାର୍ଥର ଓଜନ ବା ଗୁରୁତ୍ୱର ପରିମାଣ
ഉദാഹരണം : ଏହି ବସ୍ତୁର ଓଜନ କେତେ?
പര്യായപദങ്ങൾ : ଓଜନ, ଭାର, ମାପ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
किसी पदार्थ के गुरुत्व या भारीपन का परिमाण।
The vertical force exerted by a mass as a result of gravity.
അർത്ഥം : ଭାର, ଆୟତନ ଆଦି ମାପିବା ଏକକ
ഉദാഹരണം : ଭାର ଓ ଆୟତନର ମାପକ ଅଲଗା ଅଲଗା
പര്യായപദങ്ങൾ : ମାନ, ମାପକ
അർത്ഥം : ଓଜନ କରିବାର କ୍ରିୟା
ഉദാഹരണം : ସେଠଙ୍କ ପାଖରେ ଜିନିଷ ଓଜନକରି ମନୋହର ପ୍ରତିଦିନ ଶହେ ଟଙ୍କା ରୋଜଗାର କରେ
പര്യായപദങ്ങൾ : ଓଜନ, କଣ୍ଟା, ମାପ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
तौलने की क्रिया।
അർത്ഥം : ମାପିବା ସାମଗ୍ରୀ ବା ପାତ୍ର
ഉദാഹരണം : କ୍ଷୀରବାଲା ତଉଲରେ କ୍ଷୀର ମାପୁଛି
പര്യായപദങ്ങൾ : ମାପିବା ଯନ୍ତ୍ର
नापने का बरतन या पात्र।
ഇൻസ്റ്റാൾ ചെയ്യുക