അർത്ഥം : ଶରୀରରେ ଛାତି ତଳେ ତଥା ପେଟ ଉପରର ଅଂଶ ବା ଭାଗ
ഉദാഹരണം :
ତିନି ଦିନ ଧରି ଖାଦ୍ୟ ନଖାଇବା କାରଣରୁ ତାର ପେଟ ପିଠି ଲାଗିଗଲାଣି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଚମଡ଼ା ଛାଉଣି ହୋଇଥିବା ଏକ ପ୍ରକାର ବାଦ୍ୟ ଯାହାକୁ କାନ୍ଧରେ ଝୁଲାଇ ଦୁଇଟି ପତଳା ପାତିଆ ବା କାଠି ସାହାଯ୍ୟରେ ବଜାଯାଏ
ഉദാഹരണം :
ଢୋଲ ବଜାଇ ତାଜିଆ ଶୋଭାଯାତ୍ରା ଆରମ୍ଭ ହୁଏ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଏକପ୍ରକାରର ଲମ୍ବାଳିଆ ବାଜା ଯାହାର ଦୁଇ ମୁଣ୍ଡରେ ଚମଡ଼ା ମଡ଼ା ଯାଇଥାଏ
ഉദാഹരണം :
ସେ ଢୋଲ ବଜାଉଥିଲା
മറ്റ് ഭാഷകളിലേക്കുള്ള വിവർത്തനം :
A musical percussion instrument. Usually consists of a hollow cylinder with a membrane stretched across each end.
drum, membranophone, tympan