അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ଯେଉଁ ଜାଗା ତଳଆଡ଼କୁ ଗଡ଼ାଣିଆ ହୋଇଥାଏ
ഉദാഹരണം : ଗଡ଼ାଣି ସ୍ଥାନରେ ପହଞ୍ଚିଲାପରେ ମୁଁ ସାଇକେଲରେ ପେଡ଼ାଲ ମାରିବା ବନ୍ଦ କରିଦେଲି
പര്യായപദങ്ങൾ : ଗଡ଼ାଣି
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
वह जगह जो बराबर नीची होती चली गयी हो।
A downward slope or bend.
അർത്ഥം : ଯେଉଁଥିରେ ଢାଲୁ ଅଛି
ഉദാഹരണം : ଢାଲୁ ଜମିରେ ପାଣି ଅଟକେ ନାହିଁ
പര്യായപദങ്ങൾ : ଢାଲୁଆ
जिसमें ढाल हो।
Having a slanting form or direction.
അർത്ഥം : ଯାହା ନିମ୍ନ ଆଡ଼କୁ ଯାଏ
ഉദാഹരണം : ଗଡ଼ାଣିଆ ସଡ଼କ ଉପରେ ସତର୍କର ସହ ଯା’ଆସ କରିବା ଉଚିତ
പര്യായപദങ്ങൾ : ଅଧୋଗାମୀ, କ୍ରମନିମ୍ନ, ଗଡ଼ନ୍ତିଆ, ଗଡ଼ାଣିଆ
नीचे की ओर जाने वाला।
Extending or moving from a higher to a lower place.
ഇൻസ്റ്റാൾ ചെയ്യുക