അർത്ഥം : ଯାହାକୁ ଦେଖି ତା ଅନୁସାରେ କିଛି କରାଯାଏ ବା ତିଆରି କରାଯାଏ
ഉദാഹരണം :
ବୈଜ୍ଞାନିକମାନେ ପକ୍ଷୀମାନଙ୍କୁ ନମୂନା ଭାବେ ନେଇ ଉଡ଼ାଜାହାଜ ନିର୍ମାଣ କରିଛନ୍ତି
പര്യായപദങ്ങൾ : ଆଦର୍ଶ, ଉଦାହରଣ, ଦୃଷ୍ଟାନ୍ତ, ନମୁନା, ନିଦର୍ଶନ
മറ്റ് ഭാഷകളിലേക്കുള്ള വിവർത്തനം :
A model considered worthy of imitation.
The American constitution has provided a pattern for many republics.അർത്ഥം : ଆଳଙ୍କାରିକ ବା କଳାତ୍ମକ କୃତି
ഉദാഹരണം :
ଏହି କନାରେ ହୋଇଥିବା ଡିଜାଇନ ଆକର୍ଷକ ହୋଇଛି
പര്യായപദങ്ങൾ : ନକ୍ସା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଗୋଟିଏ ବ୍ୟବସ୍ଥିତ ଯୋଜନା ବା ପ୍ରାରୂପ
ഉദാഹരണം :
ଏହି ଚାବିର ଡିଜାଇନ ଠିକ ନାହିଁ
പര്യായപദങ്ങൾ : ପ୍ରାରୂପ
മറ്റ് ഭാഷകളിലേക്കുള്ള വിവർത്തനം :