അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ବାଉଁଶ ପାତିଆରୁ ତିଆରି ଟୋକେଇ
ഉദാഹരണം : ଝୁଡ଼ିରେ ଫଳ ରଖା ଯାଏ
പര്യായപദങ്ങൾ : ଝୁଡ଼ି
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
बाँस की पट्टियों का बना टोकरा।
അർത്ഥം : ବାଉଁଶ ବା ମୁଞ୍ଜରେତିଆରି ହୋଇଥିବା ଅତି ଅଳ୍ପ ଗଭୀର ଡାଲା
ഉദാഹരണം : ପିଲାଟି ଭୋଗେଇରେ ଥିବା ଚଣା ଖାଉଛି
പര്യായപദങ്ങൾ : ଭୋଗେଇ
बाँस या मूँज की बनी हुई बहुत छोटी गहरी डलिया।
അർത്ഥം : ମୁଞ୍ଜଆଦିରେ ବୁଣା ହୋଇଥିବା ଏକ ପ୍ରକାରର ପାତ୍ର
ഉദാഹരണം : ଡାଲାରେ ଫଳ ରଖା ଯାଇଛି
मूँज आदि से बिना हुआ एक प्रकार का पात्र।
അർത്ഥം : ଯାହାଉପରେ କିଛି ଜିନିଷ ରଖିକରି ଯେକୌଣସି ସ୍ଥାନକୁ ନେଇଯାଇହୁଏ
ഉദാഹരണം : ଟ୍ରାକ୍ଟର ଡାଲାରେ ଜିନିଷ ରଖାଯାଉଛି
പര്യായപദങ്ങൾ : କ୍ୟାରିଅର
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
वह जिस पर या जिसमें कोई चीज रखकर कहीं ले जाई या पहुँचाई जाए।
A rack attached to a vehicle. For carrying luggage or skis or the like.
അർത്ഥം : ମୁଞ୍ଜ ଘାସରେ ତିଆରି କରାଯାଇଥିବା ଏକ ପ୍ରକାରର ଛୋଟ ଡାଲା
ഉദാഹരണം : ଛୋଟ ପିଲାଟି ଡାଲାରେ ଧୂଳି ଭର୍ତ୍ତିକରୁଛି
പര്യായപദങ്ങൾ : ଡାଲିଆ, ଭୋଗେଇ
मूँज आदि की बनी हुई एक प्रकार की छोटी डलिया।
ഇൻസ്റ്റാൾ ചെയ്യുക