അർത്ഥം : ବିପତ୍ତି ବା ଅନିଷ୍ଟ ଆଶଙ୍କାରେ ମନରେ ଉତ୍ପନ୍ନ ହେଉଥିବା ବିକାର ବା ଭାବ
ഉദാഹരണം :
ଗୁଜୁରାଟର ସାମ୍ପ୍ରଦାୟିକ ଦଙ୍ଗା ଲୋକଙ୍କ ମନରେ ଭୟ ସଂଚାର କଲା
പര്യായപദങ്ങൾ : ତ୍ରାସ, ଭୀତି, ଭୟ
മറ്റ് ഭാഷകളിലേക്കുള്ള വിവർത്തനം :
An emotion experienced in anticipation of some specific pain or danger (usually accompanied by a desire to flee or fight).
fear, fearfulness, frightഅർത്ഥം : ଅନିଷ୍ଟ ସମ୍ଭାବନାରୁ ମନରେ ହେଉଥିବା କଳ୍ପନା
ഉദാഹരണം :
କୌଣସି ଦୁର୍ଘଟଣା ହେବ ବୋଲି ତାଙ୍କର ଆଶଙ୍କା ଥିଲା
പര്യായപദങ്ങൾ : ଆଶଙ୍କା, ଭୟ, ଶଙ୍କା, ସଂଶୟ
മറ്റ് ഭാഷകളിലേക്കുള്ള വിവർത്തനം :
Fearful expectation or anticipation.
The student looked around the examination room with apprehension.അർത്ഥം : ସଙ୍କଟର ଉଦେଶ୍ୟ ବା କାରଣ
ഉദാഹരണം :
ଜାପାନରେ ଭୂକମ୍ପ ଗୋଟିଏ ସବୁଦିନିଆ ଭୟ କାଶ୍ମୀରୀରେ ଆତଙ୍କବାଦ ଗୋଟିଏ ନିତିଦିନିଆ ଭୟ
മറ്റ് ഭാഷകളിലേക്കുള്ള വിവർത്തനം :